।। ପୁଅର ଗଲା କାଟିଲା ମା ମା ସାଜିଲା ରାକ୍ଷସୀ ମା ନାମରେ ଲାଗିଲା କଳଙ୍କ ।।

Feb 9, 2024 - 18:21
 0  33
।।  ପୁଅର ଗଲା କାଟିଲା ମା ମା ସାଜିଲା ରାକ୍ଷସୀ ମା  ନାମରେ ଲାଗିଲା କଳଙ୍କ ।।

ମାଁ ଶବ୍ଦ ଶୁଣିଲି ମନ ଉଲ୍ଲାସରେ ଉଛୁଳି ଉଠେ ଯୋଉ ମାର ମମତା ଲାଗି ଛୋଟରୁ ବଡ ପର୍ଯ୍ୟନ୍ତ ଝୁରନ୍ତି ହେଲେ ମାଁ ହୋଇଛି ଆଜି ପୁଅ ପାଇଁ କାଳ ଶୁଣିଲେ ମଧ୍ୟ ବିଶ୍ଵାସ ଲାଗୁନାହିଁ ହେଲେ ଏହା ସତ ଯେ ନିଜ ଜନ୍ମ କଳା 6 ମାସର ପୁଅକୁ ହାଣୀ ମାରିଦେଇଛି ମାଁ ମାଁ କେତେବେଲଠୁ ମାରିପକେଇ ଦେଇଥିଲା ହେଲେ ଛୁଆର ଦିଦି ତାଙ୍କୁ ତେଲ ଲଗେଇ ବା ପାଇଁ ଆସିଲା ହେଲେ ଦେଖିଲା ପୁଅ ର ଶରୀର ରକ୍ତ ରେ ଉବୁ , ଡୁବୁ ମାଁ ଟିକେ ମଧ୍ୟ ଚିନ୍ତା କଲାନାହିଁ ନିଜ ପୁଅ ପାଇଁ ଆଜି ଏପରି ଘଟଣା ଘଟିଯାଇଛି ବଲାଙ୍ଗୀର ଜିଲ୍ଲା ,,ପୁଇଁ ତଲା ଥାନା,, ଖଲିଆ ପାଲି ଗ୍ରାମରେ ଏଇ ଘଟଣା ସାରା ଖଲିଆ ପାଲି ଏବଂ ବଲାଙ୍ଗୀର ଜିଲ୍ଲା ରେ ଦୁଃଖ ଓ ଚଞ୍ଚଲ୍ୟ ସୃଷ୍ଟି କରିଦେଇଛି ।

 ବଲାଙ୍ଗୀର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ