ପାଟଣାଗଡ଼ ଜୋର୍ ସୋର୍ ଚାଲିଥିଲା ଦେହ ଜିବି ବେପାର, ଯୁବତୀ ସହ ଦୁଇ ଜଣକୁ ଗିରଫ କଲା,ପାଟଣାଗଡ ପୋଲିସ୍

Oct 14, 2023 - 18:02
 0  21
ପାଟଣାଗଡ଼ ଜୋର୍ ସୋର୍ ଚାଲିଥିଲା ଦେହ ଜିବି ବେପାର, ଯୁବତୀ ସହ ଦୁଇ ଜଣକୁ ଗିରଫ କଲା,ପାଟଣାଗଡ ପୋଲିସ୍

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରର କାଦୋପଡା ଠାରୁ ଗୁରୁବାର ରାତ୍ରି ୮ ଟା ସମୟରେ ବିଶେଷ ସୂତ୍ର ରୁ ପାଟଣାଗଡ଼ ପୋଲିସ ଖବର ପାଇ ଏକ ଘରେ ଚଢ଼ାଉ କରି ଜଣେ ଦେହ ଜୀବି ଯୁବତୀ ଏବଂ ୨ ଜଣ ଗ୍ରାହକକୁ ଗିରଫ କରିଥିଲା ପାଟଣାଗଡ଼ ପୁଲିସ ! ସୂଚନା କ୍ରମେ ପାଟଣାଗଡ଼ ବଡ଼ପଡାର ପଞ୍ଚା ମେହେର ଏବଂ ପାଢେଲ ଗ୍ରାମର ସମ୍ପଦ ପୋଡ଼ ପଶ୍ଚିମବଙ୍ଗର ଏକ ଦେହଜିବୀ ଯୁବତୀ କୁ ବଲାଙ୍ଗୀର ରେଲୱେ ଷ୍ଟେସନରୁ ଆଣି କରି ପାଟଣାଗଡ଼ କୁ ଆଣି ଦେହ ବେପାର ଚଳାଇ ଥିଲେ ! ଏତିକି ବେଲେ ମାଡିବସି ଥିଲା ପାଟଣାଗଡ଼ ପୋଲିସ ଟିମ ! ଦେହଜିବୀ ଯୁବତୀ ଏବଂ ଗ୍ରାହକ ୨ ଜଣ କୁ ଗିରଫ କରି ଥାନାକୁ ଆଣିଥିଲେ । ତାକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଜ୍ଯୋତିର୍ମୟ ଭୋକ୍ତା ।

ପାଟଣାଗଡରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ