।। ପଟାଙ୍ଗି ନିର୍ବାଚନ ମଣ୍ଡଳୀର,,ଗ୍ରାମ ପଞ୍ଚାୟତ ରେ ବୈଠକ ଅନୁଷ୍ଠିତ ।।

Apr 18, 2024 - 22:56
 0  468
।। ପଟାଙ୍ଗି ନିର୍ବାଚନ ମଣ୍ଡଳୀର,,ଗ୍ରାମ ପଞ୍ଚାୟତ ରେ ବୈଠକ ଅନୁଷ୍ଠିତ ।।

ପଟାଙ୍ଗି ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ସେମିଲଗୁଡ଼ା ବ୍ଲକ କୁନ୍ଦୁଲି ଗ୍ରାମ ପଞ୍ଚାୟତ ରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ବ୍ଲକ ଯୁବ ସୋଭାପତି ଅର୍ଜୁନ ନାୟକ ଓ ଛାତ୍ର ସଭାପତି ଆଶିଷ ବାବୁ ଙ୍କ ନେତୃତ୍ବରେ ଏକ ବୈଠକ ଆୟୋଜନ ହୋଇଛି ଏହି ସଭାରେ କୋରାପୁଟ ଜିଲ୍ଲା ଯୁବ ସଭାପତି ଶ୍ରୀ ଲଲାଟ ରଞ୍ଜନ ସେଠୀ ମୂଖ୍ୟ ଅତିଥି ଭାବେ, ଶ୍ରୀ ଅମିତ୍ ଅଗ୍ରୱାଲ, ପୋଟଙ୍ଗି ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ, ଶ୍ରୀ ଶିବା ବଂଗରି, ଉପାଧ୍ୟକ୍ଷ ସେମିଳିଗୁଡା, ମୂଖ୍ୟ ଅତିଥି ଭାବେ ଜଗ ଦେଈ ଯୁବ ଓ ଛାତ୍ର ଙ୍କୁ ଆଗାମୀ ନିର୍ବାଚନ ରେ ବିଜୁ ଜନତା ଦଳକୁ ତଥା ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାଙ୍ଗି ଓ ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ କୌଶଲ୍ୟା ହିକକା ଙ୍କୁ ଶଙ୍ଖ ଚିନରେ ଭୋଟ ଦେଈ ର ବିପୁଳ ମାତ୍ରାରେ ବିଜୟ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ସଭାରେ ଶ୍ରୀ ରାମ କଡିଆ, ଶ୍ରୀ ଚନ୍ଦ୍ର ହାନ୍ତାଲ, ଶ୍ରୀ ଜଗନ୍ନାଥ ତାକ୍ରି, ଶ୍ରୀ ଶିମା ନାୟକ,ଶ୍ରୀ ଲେବି ବାବୁ ଓ ପାଞ୍ଚ ସହ ରୁ ଉର୍ଦ୍ଧ ଯୁବ ଓ ଛାତ୍ର ଉପସ୍ଥିତ ରହି ନିଶ୍ଚୟ ହୋଇଥିଲେ ।

 ରୂପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ