ନୂଆପଡାରେ ଭାରାତିୟ ଜନତାପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ

Sep 23, 2025 - 22:39
 0  10
ନୂଆପଡାରେ ଭାରାତିୟ ଜନତାପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ

ନୂଆପଡା- ଭାରତିୟ ଜନତାପାର୍ଟି ଓଡିଶା ରାଜ୍ୟ ସଭାପତି ମନମୋହନ ସାମଲ ନୂଆପଡା ଗସ୍ତରେ ଆସି ଜିଲା କାର୍ଯ୍ୟାଳୟ ଠାରେ ଆୟୋଜିତ କର୍ମୀ ସମ୍ମଳନୀ ରେ ଯୋଗଦେଇ କର୍ମୀ ମହଲ ରେ ଉତ୍ସାହ ଭରିଛନ୍ତି l ଭାଜପା ସରକାର ନିର୍ବାଚନ ପୁର୍ବରୁ ଯେଉଁ ପତ୍ର ଜାରି କରିଥିଲା । ସେଥିରୁ ପ୍ରାୟ ୧୫ଟି ପୁରଣ କରିସାରିଲାଣି । ଆମେ କହିଥିଲୁ ଶ୍ରୀଜଗନ୍ମାତ ମନ୍ଦିର ର ଚାରିଦ୍ଵାର ଖୋଲିବୁ ତାହ କରି ଦେଖାଇଲୁ ବୋଲି କହିଥିଲେ । ମୋହନ ଚରଣ ମାଝି ଙ୍କ ୧୫ ମାସର ସରକାର ରେ ଓଡିଶାକୁ ୧୭ଲକ୍ଷ କୋଟି ଟଙ୍କାର ବାହାର ପୁଞ୍ଜି ଆସିଛି ଆଗକୁ ଆଉ୧୫ଲକ୍ଷ କୋଟି ଟଙ୍କା ଆସିବ ବୋଲି କହିଥିଲେ । ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶର ଚୁକ୍ତି କରିଥିଲା । ସେଥିରୁ ପ୍ରାୟ ୧୫ଟି ପୁରଣ କରିସାରିଲାଣି । ଆମେ କହିଥିଲୁ ଶ୍ରୀଜଗନ୍ମାତ ମନ୍ଦିର ର ଚାରିଦ୍ଵାର ଖୋଲିବୁ ତାହ କରି ଦେଖାଇଛୁ ବୋଲି କହିଥିଲେ । ମୋହନ ଚରଣ ମାଝି ଙ୍କ ୧୫ ମାସର ସରକାର ରେ ଓଡ଼ିଶାକୁ ୧୭ଲକ୍ଷ କୋଟି ଟଙ୍କାର ବାହାର ପୁଞ୍ଜି ଆସିଛି ଆଗକୁ ଆଉ୧୫ଲକ୍ଷ କୋଟି ଟଙ୍କା ଆସିବ ବୋଲି କହିଥିଲେ । ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶର ଚୁକ୍ତି ସାରିତ ହୋଇ ୨ଲକ୍ଷ କୋଟି ଟଙ୍କାର ଶିଳାନ୍ୟାସ ହୋଇସାରିଛି ବୋଲି କହିଥିଲେ । ଏହା ସହ କର୍ମି ମାନଙ୍କୁ ଉପନିର୍ବାଚନ କୁ ନେଇ ଆଜି ଠାରୁ ଖାଇବାପିଇବା ଶୋଇବା ଭୁଲିଯାଇ ଦଳ ପାଇଁ ନିଜକୁ ଉତ୍ସର୍ଗ କରିବାପାଇଁ ଆହ୍ବାନ ଦେଇଥିଲେ । ଉକ୍ତ ସଭାରେ ପୁର୍ବତନ କଳାହାଣ୍ଡି ସାଂସଦ ବନ୍ତ କୁମାର ପଣ୍ଡା, ଭଜପା ଜିଲ୍ଲା ସଭାପତି କମଲେଶ ଦିକ୍ଷିତ, ପୁର୍ବତନ ଜିଲ୍ଲା ସଭାପତି ସୁବ୍ରତ ଠାକୁର, ପୁର୍ବତନ ଜିଲ୍ଲା ସଭାପତି ଶିବପ୍ରସାଦ ମୁଣ୍ଡ, ରାଜ୍ୟ କାର୍ଯ୍ୟକାରଣି ସଦସ୍ୟ ପ୍ରସନ୍ନ କୁମାର ପାଢୀ, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣୀ ପାଣିଗ୍ରାହୀ, ଖରିଆରରୋଡ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ଡ.ସୋନିଆ ଜୈନ, ଆଦିବାସି ମୋର୍ଚା ସଭାପତି ଦୃଷ୍ଟି ମାଝୀ, ଆଦିବାସି ନେତା ହୋମସିଂ ମାଝି ପ୍ରମୁଖ ମଂଚାସୀନ ଥିଲେ ।

ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ