।। ନବ ଯୌବନରେ ଦର୍ଶନ ଦେଲେ ମହାପ୍ରଭୁ ।।

Jul 8, 2024 - 21:47
 0  39
।। ନବ ଯୌବନରେ ଦର୍ଶନ ଦେଲେ ମହାପ୍ରଭୁ ।।

: ଦେବସ୍ନାନ ପୂର୍ଣ୍ଣିମା ପରେ ଅଣସର ଘରେ ଥିବା ମହାପ୍ରଭୁ ଆଜି ଶ୍ରଦ୍ଧାଳୁଙ୍କୁ ନବ ଯୌବନ ଦର୍ଶନ ଦେଇଛନ୍ତି । ବରୀ ବଗଦା ସ୍ଥିତ ଐତିହାସିକ ବଳଦେବ ଜୀଉ ମନ୍ଦିରରେ ଆଜି ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ଏହାପରେ ପ୍ରଭୁ ବଳଦେବ, ମହାପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନବଯୌବନ ଦର୍ଶନ କରି ଆଶିଷ କାମନା କରିଥିଲେ ଶ୍ରଦ୍ଧାଳୁ ।

ଯାଜପୁର ରୁ ରଞ୍ଜିତ ମହାନ୍ତି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ