ଦୃତ ଗତିରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ

Mar 29, 2024 - 16:22
 0  63
ଦୃତ ଗତିରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ

କୋରାପୁଟ ସୁନାବେଡ଼ା ୨୬ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା। ସୁନାବେଡ଼ା ଟିମ୍ବର ଛକରେ ଦୃତ ଗତିରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବାଇକରେ ଥିବା ଦୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଦୁଇ ଯୁବକ ସ୍ଥାନୀୟ ଚ‌ଉଗାଁ ଗ୍ରାମର ମଣ୍ଟୁ ସୁନା ସହ ବିର ମୁଦୁଲି ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଗୁରୁତର ଦୁଇ ଯୁବକଙ୍କୁ ଉକ୍ତ ରାସ୍ତା ଦେଇ ଯାଉଥିବା ଯୁବକ ବାବୁଲା ଖିଲ ଓ ସହଯୋଗୀ ଆମ୍ବୁଲାନ୍ସ ସହାୟତାରେ ସୁନାବେଡ଼ା ମେଡିକାଲ ସ୍ଥାନାନ୍ତର କରିଛନ୍ତି। ଦୁର୍ଘଟଣାରେ ବାଇକ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ସୂଚନା ପାଇ ସୁନାବେଡ଼ା ପୋଲିସ ପହଞ୍ଚି ଅଧିକା ତଦନ୍ତ ଆରମ୍ଭ କରିଛି। ସୁଚନା ଅନୁସାରେ କୋରାପୁଟ ସୁନାବେଡ଼ା ୨୬ନଂ ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ ଭାବରେ ଥିବାରୁ ପ୍ରତିଦିନ ଉକ୍ତ ରାସ୍ତାରେ ଛୋଟବଡ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି।

Chief ଏଡିଟୋର ବାବୁଲା ଖିଳଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ