।। ଦଶହରା ଭେଟି ଦେଇ ଭେଟିଲେ ମାନସୀ ପ୍ରଧାନ ।।

Oct 5, 2024 - 22:03
 0  121
।। ଦଶହରା ଭେଟି ଦେଇ ଭେଟିଲେ ମାନସୀ ପ୍ରଧାନ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ନାକରୁଣ୍ଡି ପଂଚାୟତ ର ସମସ୍ତ ଜନସାଧାରଣ ଙ୍କୁ ଚାଉଳ 2kg ଡ଼ାଲି 1/2kg ଚୁଡା, ଗୁଡ଼, ସାବୁନ, ସାରଫ ଏହି ସବୁ ଖାଦ୍ୟ ସାମଗ୍ରୀ ଲୋକଙ୍କୁ ଦେଇ ଆଜି କେରପାଇଁ ପଂଚାୟତ ର ପ୍ରାୟ 6ରୁ 9ଟି ଗାଁ କୁ ବ୍ୟକ୍ତି ଗତ ଭାବରେ ବାଣ୍ଟି ଥିଲେ l ତଥା ଥୁଆମୂଳ ରାମପୁର ବ୍ଲକ ର କିଛି ସମାଜ ସେବି ମାନେ ସାହାଯ୍ୟ କରି ଥିଲେ, ସୁନାସିଂ ଭୋଇ, ଧନେଶ୍ୱର ନାଏକ,ପରମେଶ୍ଵର ନାଏକ,ଶ୍ୟାମ, ଜଗାବଳିଆ ଏବଂ ତାଙ୍କ ସାଥି ମାନେ ମଧ୍ୟ ସହଯୋଗ କରି ଥିଲେ, ଶ୍ରୀ ମତୀ ମାନସୀ ପ୍ରଧାନ ନିଜେ ଉପସ୍ଥିତି ଥାଇ, ଆଜି ମୁଖ୍ୟତ ମେଲଘରା ଗାଁ ରେ ଶ୍ରୀଯୁକ୍ତ ଦାନ ମାଝୀ ଙ୍କ ଗାଁରେ ନିଜେ ସମାଜ ସେବିକା ମାନସୀ ପ୍ରଧାନ ତାଙ୍କ ସହ ସାଥି ଙ୍କ ସହିତ ମେଲଘରା ରୁ ଆରମ୍ଭ କରି ମୋହନ ଗିରି ରେ ଶେଷ କରି ଥିଲେ

ଥୁଆମୂଳ ରାମପୁର ବ୍ଳକ ରୁ ବାଲେଶ୍ଵର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ