।। ତାଳଗୁଡ଼ ମା ଡୋକରୀ ପୀଠରେ ନବରାତ୍ରି ପୂଜା ଆରମ୍ଭ ।।

Oct 20, 2023 - 11:54
 0  14
।। ତାଳଗୁଡ଼ ମା ଡୋକରୀ ପୀଠରେ ନବରାତ୍ରି ପୂଜା ଆରମ୍ଭ ।।

ଜୟପାଟଣା କଳାହାଣ୍ଡି ଜିଲ୍ଲା ତାଲଗୁଡ଼ ଗାଆଁର ଅଧିସିଷ୍ଟ ଦେବୀ ମା ଡୋକରି ଙ୍କ ଉଦୟ ଗିରି ପାହାଡ ରେ ଆସ୍ଥାନ ବାର୍ତ୍ତମାନ ଶାରଦିୟ ପୂଜା ଅବସରରେ ମା ଙ୍କ ପୀଠରେ ନବ ରାତେରୀ ପୂଜା ଆରୋମ୍ୱ ହୋଇଛି ମା ଡୋକରୀ କଳାହାଣ୍ଡି ର ବାଉଁଶ ବଣର ଦେବୀ ଭାବେ ପରିଚିତ କେଉ ଅବୋହ ମାନ କାଲୋରୁ ଗଙ୍ଗ ବଂଶ ଓ ନାଗ ବଂଶ ଉତ୍ତରାଧିକାରୀ ଙ୍କ ଦ୍ଵାରା ପୂଜା ପାଇଁ ଆସୁଛନ୍ତି ପ୍ରତେକ ବର୍ଷ ମା ଡୋକରି ଙ୍କ ଶାରଦୀୟ ନବ ରାତୀରି ପୂଜା ଆ ପ୍ରତି ପଦାରୁ ଆରମ୍ଭ ହୋଇ ମହା ନବମୀ ପର୍ଯ୍ୟନ୍ତ ଚାଲିଥାଏ ମହାଲୟା ମଧ୍ୟ ରାତ୍ରୀରେ ଏକ ନିଧିଷ୍ଟ ସ୍ଥାନ ରୁ ମାଟି ଆଣି ପ୍ରତି ପଦାର ମା ଙ୍କ ମସ୍ତକ ରୋପଣା କରାଯାଇଥାଏ ପରେ ମା ଙ୍କ ପୂଜା ଅରୋମ୍ୱ ହୁଏ ମା ଦକ୍ଷିଣ କାଲି ଭାବେରେ ପୂଜା ପାଉ ଥିବାବେଳେ ପାଇକ ସମ୍ପ ଦାୟ ର ପୂଜକ ମାନେ ନିଅମିତ ଭାବେ ପୂଜା କରିଥାନ୍ତି ।ନବରାତ୍ରି ସମୟରେ ଏହି ଅଞ୍ଚଳ ତଥା ପୋଡ଼ସି ରାଜ୍ୟରୁ ମା ଙ୍କ ଦରଶନ ପାଇଁ ଶ୍ରଘାଳୁ ଙ୍କ ପ୍ରବଳ ଭିଡ ଲାଗିଥାଏ ବର୍ତ୍ତମାନ ଏହି ମନ୍ଦିର ପରିଚାଲୋନା ଦାୟିତ୍ଵ ଜୟପାଟଣା ଜମିଦାର ଙ୍କ ହାତରେ ରହିଛି ମାହା ଅଷ୍ଟମୀ ଯାତ୍ରା ପାଇଁ ବାନେର ଗାଁ ମା ବୁଡି ପଡରେନ୍ ଙ୍କ ସମତେ ଜୟପାଟଣା। ପିପଲ୍ ଗୁଡା ।ଖଲିଆଭଟା। ପ୍ରତାପୁର। କରଞ୍ଜିଗଡା ମହିପାଣି ଆଦି ସ୍ତ୍ ନ ଦେଇ ।ଦେବୀଙ୍କର ପ୍ରତୀକ ଲାଠିଆସି ଥାଏ ଅଷ୍ଟମୀ ପୂଜା ରେ ଏହି ଲାଠି ମାଙ୍କ ପୂଜାରେ ବ୍ୟବହାର କରାଯାଏ ଲାଠି ଯାତ୍ରା ସମୟରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖେବକୁ ମିଳି ଥାଏ ତେବେ ଅଷ୍ଟମୀ ମଧ୍ଯ ରାତିରେ ମାନସିକ ।ଧରିମାନେ ପୀଠରେ ଦେବା ଓ ପୋଡ଼ ବୋଲି ଦେବା ପ୍ରଥା ଏବେବି ପ୍ର ଚଲିତ ଅଛି ମୋହା ନବମୀ ପୂଜା ପରେ ମା ଙ୍କ ଦଶମୀ ତିଥିରେ ଅନ୍ତିମ ପୂଜା ହୋଇ ଥାଏ ପରେ । ଦେବିଙ୍କ ରୋହିତ ମସ୍ତକ ବିସର୍ଜନ କରାଯାଏ । ୯ ଦିନ ପର୍ଯ୍ୟନ୍ତ ମନ୍ଦିରରେ କଣ୍ଟା ବାଡ ଦିଆଯାଇଥାଏ ଏହି ୯ ଦିନରେ ଅଣସର ପରେ ମା ପୁନ ବର୍ଷର ପୂଜା ପାଇଥାନ୍ତି।

କଳାହାଣ୍ଡି ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପଟ୍ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ