।। ଡଙ୍ଗରିଆ କନ୍ଧ ଉନ୍ନୟନ ଏବଂ ଓପିଲିପି ସଂସ୍ଥା ସହାୟତାରେ ରାୟଗଡ଼ା ଜିଲ୍ଲା ।।

Nov 26, 2023 - 18:53
 0  150
।। ଡଙ୍ଗରିଆ କନ୍ଧ ଉନ୍ନୟନ ଏବଂ ଓପିଲିପି ସଂସ୍ଥା ସହାୟତାରେ ରାୟଗଡ଼ା ଜିଲ୍ଲା ।।

ମୁନିଗୁଡା: ବିଷମକଟକ,ରାୟଗଡା ଜିଲ୍ଲାର ବିଷମକଟକ କୂର୍ଲୀ ପଞ୍ଚାୟତର ନିୟମଗିରି ରେ ଫଳିବ ଷ୍ଟ୍ରବେରୀ। ଏହି ଚାଷ କରି ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ବିରଳ ଆଦିମ ବଜନଜାତି ଡ଼ଙ୍ଗରିଆ କନ୍ଧ ଆଉ ଏକ ପାଦ ଆଗେଇ ଯାଇଛନ୍ତି। ପ୍ରଥମେ ୧ ଏକର ଜମିରେ ଚାଷ କରାଯାଉଥିବା ବେଳେ ନିୟମଗିରି ପାହାଡ ରେ ଅବସ୍ଥିତ କୂର୍ଲୀ ଗ୍ରାମରେଚାଷୀ ନାମ-ଲାକୁନୁ ଜାକେସିକା, ଡଙ୍ଗରିଆ କନ୍ଧ ୧ ଏକରରେ ହାରାହାରି ୨୦,୦୦୦ ଷ୍ଟେବେରୀଗଛ ଲାଗିବ। ଗଛ ଲାଗିବାର ୪୫ ଦିନ ପରେ ଫଳ ଦେବ।୨ମାସ ପର୍ଯ୍ୟନ୍ତ ଫଳିବ ।ଆନୁମାନିକ ୬୦ କୁଇଣ୍ଟାଲ ଉତ୍ପାଦନ ହେବ ।ଯାହାର ମୂଲ୍ୟ ବଜାର ଦରରେ ଅତିକମରେ ୧୦-୧୨ ଲକ୍ଷ ଟଙ୍କା ହେବ। ୧ ଏକର ପିଛା ଚାରା, ସାର, ବୁନ୍ଦା ଜଳସେଚନ, ଶ୍ରମ ବାବଦକୁ ସବୁ ମିଶି ଅତି ବେଶୀରେ ୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଚାଷୀର ଆୟ ୨-୩ ଗୁଣା ବଢିବ। ଓପିିଲିିପି- ଡି କେ ଡ଼ିଏ ଚାଟିକୋଣ ପୃଷ୍ଠ ପୋଷକତା ରେ ପ୍ରଥମ ଥର ପାଇଁ ଷ୍ଟାବେରୀ ଚାଷ କରାଯାଉଛି।ଓ ଏହି ଚାଷ ଅମଳରେ ବୃଦ୍ଧି ପାଇବ ବୋଲି ଅଞ୍ଚଳ ବାସୀଙ୍କ ତରଫରୁ ଖୁସି ଅନୁଭବ କରୁଛନ୍ତି ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ