।। ଝିପିଝିପି ମେଘ ବର୍ଷା ରେ ଫିକା ପଡ଼ିଲା ବ୍ୟବସାୟୀ ଙ୍କ ଦୋକାନ ବଯାର ।।

Jul 8, 2024 - 13:51
 0  10
।। ଝିପିଝିପି ମେଘ ବର୍ଷା ରେ ଫିକା ପଡ଼ିଲା ବ୍ୟବସାୟୀ ଙ୍କ ଦୋକାନ ବଯାର ।।

ଝିପିଝିପି ବର୍ଷାରେ ସୁଦର୍ଶନ ସହ ତିନି ଠାକୁର ରଥରେ ବିରାଜମାନ ଓ ବର୍ଷା ଭିଜି ଭିଜି ରଥ ଟାଣିଲେ ଭକ୍ତ Framut avb Place -Muniguda Reporter - Date -07/07/2024 Anchor -ମୁନିଗୁଡା ରାୟଗଡ଼ା ଜିଲ୍ଲା ମୁନିଗୁଡା ଠାରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ। ସୁଦର୍ଶନଙ୍କ ସହ ତିନି ଠାକୁର ଵଡ ଭାଇ ବଳଭଦ୍ର,ଭଉଣୀ ସୁଭଦ୍ରା , ଜଗନ୍ନାଥ ଏହି ତିନି ଠାକୁର ପହଣ୍ଡି ବିଜେ ପରେ ବର୍ଷାରେ ଭିଜିଲା ମୁନିଗୁଡ଼ା ଟାଉନ ଧାଡୀରେ ପହଣ୍ଡି ବିଜେ ପରେ ଆସିଲେ ସୁଦର୍ଶନଙ୍କ ସହ ତିନି ଠାକୁର। ଘଣ୍ଟ ଗିନି ମୂଦଙ୍ଗ ବାଇଦ୍ୟ ଓ କୀର୍ତ୍ତନ ସହ ତିନି ଠାକୁର ରଥରେ ବିଜେ କରି ଛନ୍ତି। ମହା ପ୍ରଭୁ ଜଗନ୍ନାଥ ସୁଭଦ୍ରା ଭଳଭଦ୍ର ରଥ ଉପରେ ବିରାଜମାନ ହୋଇଥିବା ବେଳେ। ପ୍ରଥମେ ବ୍ରାହ୍ମଣ ସମାଜର ରିତି ନୀତି ନିୟମ ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କୁ ସୁଭଦ୍ରା ଭଳଭଦ୍ର ଶ୍ରୀ ମନ୍ଦିରରୁ ତିନି ଠାକୁର ହଳିଝୁଲି କରି ରଥ ଉପରକୁ ଯାଇ ବିରାଜମାନ ହୋଇଥିଲେ। ମୁନିଗୁଡ଼ା ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ହୁଳହୁଳି ସହ ଘଣ୍ଟି ଗିନି ବାଇଦ୍ୟ ମୂଦୃଙ୍ଗ ବାଜା ବଯାଇ ସଙ୍କୀର୍ତ୍ତନ କରିଥିଲେ ।କାଳିଆ ସାଆନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣ ବଡ଼ଦାଣ୍ଡ ଠାରୁ ବର୍ଷାରେ ଭିଜି ଭିଜି ଭକ୍ତମାନେ ଗୁଣ୍ଡିଚା ନଗର ମାଉସୀ ମାଁ ମନ୍ଦିର ପର୍ଯ୍ୟନ୍ତ ରଥକୁ ଟାଣି ଟାଣି ନେଇଥିଲେ।ଅନ୍ୟପଟେ ମୁନିଗୁଡ଼ା ବଜାର ମାର୍କେଟ ଝିପିଝିପି ବର୍ଷା ହେଉଥିବାବେଳେ ମିଠା ଦୋକାନୀ ମନୋହର ଖେଳନା ବିଭିନ୍ନ ପ୍ରକାର ପସରା ଉଠା ଦୋକାନୀ ବ୍ୟବସାୟୀ ମାନେ ବର୍ଷା ହେଉଥିବାବେଳେ ସମସ୍ତ ଦୋକାନ ମାଲିକ ମାନଙ୍କ ମୁଣ୍ଡରେ ଏକଚିନ୍ତାର କାରଣ ଆଣିଦେଇଥିଲା ଓ ଦୋକାନ ବଜାର ଫିକା ପଡ଼ିଯାଇଥିଲା ।ମୁନିଗୁଡ଼ା ରଥଯାତ୍ରା ରେ ବିଷମକଟକ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳର ବିଧାୟକ ଶ୍ରୀଯୁକ୍ତ ନିଳମାଧବ ହିକୋକା, ଯୋଗ ଦେଇଥିବା ବେଳେ ମୁନିଗୁଡ଼ା ମନ୍ଦିର ମୁଖ୍ୟ ପୂରୋହିତ ନର୍ତ୍ତମ ଦାସଙ୍କ ସହିତ ମନ୍ଦିର ପୂଜା କମଟି, ବିକାଶ ପରିଷଦ ଓ ରଥ ନିର୍ମାଣ କରିଥିଵା ମହାରଣା ମାନେ ଉପସ୍ଥିତ ଥିବା ବେଳେ ମୁନିଗୁଡ଼ା ପୋଲିସ ତରଫରୁ ରଥଟଣା ବେଳେ ସାଧାରଣ ଲୋକ ଓ ଶ୍ରଦ୍ଧାଳୁମାନଙ୍କୁ ଯେଭଳି ଅଘଟଣା ନଘଟେ ଓ ଟ୍ରାଫିକ ସମସ୍ୟା ନହୁଏ ସେଥିପ୍ରତି କଡା ନଜର ରଖି ରଥଟଣା ବେଳେ ସହଯୋଗ କରିଥିଲେ ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ