ଜୟ ଢୋଲକିଆଙ୍କୁ ବିଧାୟକ ହେବାର ଶୁଭେଚ୍ଛା ଦେଲେ ଅଂଚଳ ବାସୀ

Nov 22, 2025 - 21:09
 0  10
ଜୟ ଢୋଲକିଆଙ୍କୁ ବିଧାୟକ ହେବାର ଶୁଭେଚ୍ଛା ଦେଲେ ଅଂଚଳ ବାସୀ

ଜୟ ଢୋଲକିଆ ବିଧାୟକ ହେବା ପରେ ଅନେକ ସଂଗଠନର ସଦସ୍ୟ ମାନେ ତାଙ୍କ ବାସ ଭବନରେ ଆସି ଜୟ ଢୋଲକିଆଙ୍କୁ ପୁଷ୍ପ ଗୁଚ୍ଛ ଦେଇ ବିଧାୟକ ହେବାର ଶୁଭେଚ୍ଛା ଜ୍ଞାପନ କରିଥିଲେ l ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ଢୋଲକିଆ ମୁ ଏକ ସେବକ ଭାବରେ କାମ କରି ନୂଆପଡା ଜ଼ିଲ୍ଲା କୁ ଏକ ବିକଶିତ ଜ଼ିଲ୍ଲା ଗଠନ କରିବାରେ ସଦା ସର୍ବଦା ଚେଷ୍ଠା କରିବି ବୋଲି କହିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ