।। ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରିଡ଼ା ପ୍ରତି ଯୋଗିତା୨୦୨୩ /୨୦୨୪ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୈଳାଶ ପୁର ଠାରେ ଅନୁଷ୍ଠିତ ।।

Feb 10, 2024 - 22:08
 0  48
।। ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରିଡ଼ା ପ୍ରତି ଯୋଗିତା୨୦୨୩ /୨୦୨୪ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୈଳାଶ ପୁର ଠାରେ ଅନୁଷ୍ଠିତ ।।

ରାୟଗଡ଼ା ଜିଲ୍ଲା କଲନୋରା ବ୍ଲକ ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୈଳାଶ ପୁର ଠାରେ ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରିଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ କ୍ରିଡ଼ା ମହୋତ୍ସବ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭାରତର ଭୂଷଣ ବିଶ୍ବାଳ, ଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ର ସମସ୍ତ ହାଇସ୍କୁଲ ଓ ଆଶ୍ରମ ସ୍କୁଲ ର ଛାତ୍ର ଛାତ୍ରୀ, ମାନେ ଏହି କ୍ରିଡ଼ା ପ୍ରତି ଯୋଗିତାରେ ଭାଗନେଇଥିଲେ। ଜିଲ୍ଲା ର ସ୍କୁଲ ରସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ କ୍ରିଡା ଶିକ୍ଷକ ମାନେ ଯୋଗ ଦେଇ ସହଯୋଗ କରିଥିଲେ। ସେହିପରି ଶ୍ରୀ ଯୁକ୍ତ ଶ୍ୟାମ ଘନ ଭୂୟାଁ,ଶିକ୍ଷା ମଣ୍ଡଳାଧିସ୍ ରାୟଗଡ଼ା ବ୍ଲକ ଶ୍ରି ପ୍ରଶାନ୍ତ କୁମାର ବାଉରୀ,ADWO, ସଦର ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟର ଶ୍ରୀ ମଳୟ ଚିନାରା, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କଲ୍ୟାଣୀ ସିଂଙ୍ଗ୍ ପୁର, ଚନ୍ଦନ ବାଙ୍ଗାରୀ,ଭାନଜୀରାଓ ପଟମୟ, (ପି ଟି) ଦୁର୍ଗା ନାଏକ,(ପିଟି) ନରସିଂହ ପ୍ରାତା,( ବିପିଟି) ବାବୁଲା ମାଣ୍ଡାଙ୍ଗୀ, ଶ୍ରୀମତୀ ଶାରଦା ପ୍ରଶ୍ନ ପଣ୍ଡା , ରମେଶ ହୁଇକା,ଅଭୟ ଦାସ୍, ଖେଳ ୧୦୦,ମିଟର ୨୦୦,ଶହ ମିଟର,୪୦୦, ଶହ ମିଟର ଖଳ ପ୍ରତି ଯୋଗିତା,ଲଙ୍ଗ୍ ଜମ୍ପ୍,ହାଇଜମ୍ପ୍,କ୍କିପିଙ୍ଗ୍,ସଟପୁଟ୍,discus through,volliball, ବାଳିକା ବିଦ୍ୟାଳୟ ସିରିପୁର୍, ୪୦୦ ଶହ ମିଟର champion ହୋଇ ଥିବା ଓ ଉକ୍ତ ବିଭିନ୍ନ ପ୍ରତି ଯୋଗିତା ହୋଇଥିବାବେଳେ ଏଥିରେ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ ପ୍ରଦିପ ଚୌଧୁରୀ, ଲକ୍ଷ୍ମୀ ନାରାୟଣ ପାଳ, ତ୍ରିନାଥ ସାହୁ, ଗୋପିନାଥ ପରିଛା,ଓ ଲୋକନାଥ ଶବର, ଶିକ୍ଷକ ଶିକ୍ଷୟିତ୍ରୀ ସୁନୀତା ସାହୁ, ଏମ୍ ଶିବପ୍ରସାଦ, ରାମଚନ୍ଦ୍ର ପାଢ଼ୀ, ପ୍ରମୁଖ ପରିଚାଳନା କରିଥିବା ବେଳେ ମେଡିକାଲ ଷ୍ଟାଫ୍ ଡ଼ାଃ ଜ୍ୟେସ୍ନାନାମୟୀ ରାଉତ, ଝରଣା ପଣ୍ଡା, ଛାତ୍ର ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ସହିତ ଖେଳ ଶେଷ ପର୍ଯ୍ୟନ୍ତ ରହିଥିଲେ ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ