।। ଜନଜାତୀ ସଂସ୍କୃତି ପ୍ରଗତି କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Feb 6, 2024 - 20:09
 0  246
।। ଜନଜାତୀ ସଂସ୍କୃତି ପ୍ରଗତି କାର୍ଯ୍ୟକ୍ରମ ଅନୁଷ୍ଠିତ ।।

କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖ ରେ ମଙ୍ଗଳବାର ଦିନ ଜନଜାତି ସଂସ୍କୃତି ପ୍ରଗତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୈ ଯାଇଛି. ଏହି ଅବସର ରେ ମୁଖ୍ୟ ଅତିତି ଭାବେ ଯୋଗଦେଇ ଥିଲେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲିଲି ଅଣ୍ଟାବିରିୟା, ଯୋଗ ଦେଇଥିବା ବେଳେ, ଗୋଷ୍ଟି ଉନ୍ନୟନ ଅଧିକାରୀ ଲଷ୍ମୀନାରାୟଣ ସାବତ, ଗୋଷ୍ଠୀ ଉନ୍ନୟନ ଅତିରିକ୍ତ ଅଧିକାରୀ ଧୀରେନ୍ଦ୍ର କୁମାର ଖଣ୍ଡଗିରି, ସେମିଳିଗୁଡ଼ା ବ୍ଳକ ଡାବୁ ଲୁୟ ହର ପ୍ରସାଦ ଦାସ,ବିଧାୟକ ପ୍ରତିନିଧି ଅନନ୍ତ ରାମ ମାଟାମ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ ମହେଶ୍ୱର ଛେଦ ନାୟକ ଯୋଗ ଦେଇ ନିଜ ବକ୍ତବ୍ୟ ରେ ଆଦବାସୀ କଲା ସଂସ୍କୃତି ଓ ପରମ୍ପୋରା ଦିନକୁ ଦିନ ଲୋପ ପାଉଥିବା,୬୨ ପ୍ରକାର ଟ୍ରାଇବଲ ଜାତି ଉପରେ ନେଇ ମତ ପ୍ରକାଶ ରଖିଥିଲେ ଏହି କାର୍ଯ୍ୟକ୍ରମ ରେ ଆସିଥିବା ସମସ୍ତ ମହିଳା ଓ ପୁରୁଷ ମାନଙ୍କୁ ମାନ୍ୟତା ଦିଆଯାଇଛି ଓ ବ୍ଳକର ବିଭିନ୍ନ ଗାଁରୁ ଆସିଥିବା ସମସ୍ତ ଲୋକଙ୍କୁ ଓ ଅତିଥି ଗଣଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡାବୁଲୁୟ।

କୋରାପୁଟ ଜିଲ୍ଲାରୁ ରୂପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Angry Angry 3
Sad Sad 1
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ