।। ଛୁଆ ହାତୀର ମୃତ (ଜଗିଛି ମାଆ) ।।

।।ଛୁଆ ହାତୀ ମୃତ ଜଗିଛି ମାଆ ।। କୋଇଡ଼ା: କୁସୁମୁଣ୍ଡି ଗାଁ ଜଙ୍ଗଲରେ ହାତୀ ଛୁଆର ମୃତଦେହ ଠାବ, ମୃତ ହାତୀ ଛୁଆର ଆନୁମାନିକ ବୟସ ୩ରୁ ୪ ବର୍ଷ,ମୃତ୍ୟୁର କାରଣ ଅସ୍ପଷ୍ଟ, ମୃତଦେହକୁ ଜଗିରହିଛି ମାଆ ହାତୀ,ପ୍ରାୟ ୧୫ ଦିନ ତଳେ ଅସୁସ୍ଥ ହୋଇଥିଲା ଛୁଆ ହାତୀ,ଛୁଆ ହାତୀକୁ ଚିକିତ୍ସା କରି ଜଙ୍ଗଲକୁ ଛାଡ଼ିଥିଲା ବନବିଭାଗ
What's Your Reaction?






