।। ଗୋପବନ୍ଧୁ ଗୌଧୁରୀ ମହାବିଦ୍ୟାଳୟରେ ଉଦ୍ଧିଦ ବିଜ୍ଞାନ ବିଭାଗର ରାଜ୍ୟସ୍ତରୀୟ ପାଠଚକ୍ର ।।

Oct 11, 2024 - 07:01
 0  111
।। ଗୋପବନ୍ଧୁ ଗୌଧୁରୀ ମହାବିଦ୍ୟାଳୟରେ ଉଦ୍ଧିଦ ବିଜ୍ଞାନ ବିଭାଗର ରାଜ୍ୟସ୍ତରୀୟ ପାଠଚକ୍ର ।।

ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଗୌଧୁରୀ ମହାବିଦ୍ୟାଳୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଉଦ୍ଧିଦବିଜ୍ଞାନ ବିଭାଗ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଓ ଦୁଇ ଦୁଇଟି ପାଠଚକ୍ର ସଂପାନ ଅନୁଷ୍ଠିତ ହୋଇଯାଇଅଛି। ଭକ୍ତ ସେମିନାରରେ କଲେଜ ପରିଚାଳନା କମିଟିର ସଭାପତି ଡ.ଦେବପ୍ରସାଦ ସlମଲ ମୁଖ୍ୟଅତିଥ୍ବ ଭାବରେ ଯୋଗଦାନ କରିଥିଲେ। ପ୍ରଥମ ପାଠଚକ୍ର" ଆଣ୍ଟିମାଇକ୍ର୍ରୋ ବିୟାଲ ରେଜିଷ୍ଠ।ନସ _ଏ ଗ୍କୋବାଲ୍ 6ଥ୍ରଟ " Antimicrobial Resistance _ A Global Threat " ର ମୁଖ୍ୟ ଆଲୋଚକ ଭାବେ ଡ. ତୁଷାରକାନ୍ତ ବେହୁରିଆ ଆଣ୍ଟିବାୟୋଟିକର ବହୁଳ ବ୍ୟବହାର କିପରି ମାନବ ସମାଜର କ୍ଷତି ହେଉଛି ସେ ବିଷୟରେ ଗଭୀର ଆଲୋକପାତ କରିଥିଲେ। ଦ୍ଵିତୀୟ ପାଠଚକ୍ର ଶୀର୍ଷକ "Computers in Biology and Medicine ରେ ମୁଖ୍ୟ ଆଲୋଚକ ଭାବେ ଇନଷ୍ଠିଚ୍ୟଟ ଅଫ୍ ଲାଭଫ ସାଇନସ୍ରର ବରିଷ୍ଠ ବୈଜ୍ଞାନିକ ଡ. ଅନସୁମାନ ଦୀକ୍ଷିତ୍ ରୋଗ ନିରାକରଣ ଓ ମେଡିସିନ,ଭ୍ୟାକସିନର ଉଦ୍ଧାବନ କ୍ଷେତ୍ରରେ computer ର ଉପଯୋଗିତା ବିଷୟରେ ଗଭୀର ଆଲୋକପାତ କରିଥିଲେ। ଏହି ପାଠଚକ୍ରରେ ଯାଜପୁର ଜିଲ୍ଲା ର ବହୁ ଅଧ୍ୟାପକ ଅଧାପିକା ଯୋଗଦାନ ପୂର୍ବକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଭାଗୀୟ ମୁଖ୍ୟ। ପ୍ରାଧ୍ୟାପିକା ମିତାଞଳୀ ମହାନ୍ତି, ପ୍ରାଧ୍ୟାପିକା ସୁଶୀଳା ନାୟକ, ଅଧ୍ୟାପିକା ରାଜଲକ୍ଷ୍ମୀ ଦାସ୍ ଓ ଛାତ୍ରଛାତ୍ରୀ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ