।। ଗଛରେ ପିଟି ହୋଇ ବାଇକ ଦୁର୍ଘଟଣା ରେ ଜଣେ ଗୁରୁତ୍ୱର ।।

ଥୁଆମୂଳ ରାମପୁର ଠାରୁ କାଶୀପୁର ଯିବା ମୁଖ୍ୟ ରାସ୍ତା ,
କାଠକୁରା ଗ୍ରାମ ର କଲନି ଛକ ପାଖ ଭାର ଶ୍ୟାମ ହରାଇ ବାଇକ ଗଛରେ ପିଟି ହୋଇ ଜଣେ ଗୁରୁତ୍ୱ l
ଏହାକୁ ନେଇ 108କୁ ଫୋନ ରେ ଯୋଗାଯୋଗ କରାଯାଇଥିଲା କିନ୍ତୁ ଆମ୍ବୁଲାନ୍ସ ର ସେବା ପାଇପାରିଲେ l
ଅଗ୍ନି ବିଭାଗ ଗାଡି ଘଟଣା ସ୍ଥାନ ରେ ଥିବା ରାମକୃଷ୍ଣ ଗୌଡ଼ ବୟସ 26, କୁ ନେଇ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରି ଚିକିତ୍ସା ଚାଲିଛି l
ରାମକୃଷ୍ଣ ଗୌଡ଼ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଆଡଜର ଗ୍ରାମ ର ବୋଲି ଜଣାପଡିଛି ଗାଡି ନମ୍ବର Od18L5618 ଆପଚି ନୀଳ ସବୁଜ ରଙ୍ଗ ଗାଡି l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






