୪ ଦିନ ବିତିଗଲା ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଦେଶୀ ଡଙ୍ଗା ଓଲଟି ପଡିବା ଘଟଣାରେ ନିଖଜ ବ୍ୟକ୍ତିଙ୍କ ପତ୍ତା ମିଳିପାରି ନାହିଁ
ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଦେଶୀଡଙ୍ଗା ଓଲଟି ପଡିବା ଘୋଟଣା ରେ ନିଖଜ ଥିବା ବ୍ୟକ୍ତିଙ୍କ ପତ୍ତା ଏଯାଏ ମିଳିପାରିନାହିଁ । କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଲକ ଗୋପୀନାଥ ପୁର ପଞ୍ଚାୟତ ବ୍ରାହ୍ମଣୀ ଚଞ୍ଚରା ଗାଁ ର ରବି ପୂଜାରୀ, ଚନ୍ଦ୍ର ବେହେରା ଓ ହର ବେହେରୁକ୍ ଏହି ତିନି ଜଣ ବ୍ୟକ୍ତି ମାଛ ଧରିବାପାଇଁ ଦେଶୀ ଡଙ୍ଗା ସାହାଯ୍ୟରେ ଇନ୍ଦ୍ରା ବତୀ ଜଳଭଣ୍ଡାର କୁ ଯାଇଥିଲେ । ହେଲେ ପବନ ହେବା ଯୋଗୁ ଡଙ୍ଗାଟି ଓଲଟି ପଡ଼ିଥିବା ଯୋଗୁ ହର ନେହେରୁକ୍ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ବିଳମ୍ୱ ଦେଖା ଦେଇ ଥିବା ଅଭିଯୋଗ ଆଣିଛନ୍ତି ପରିବାର ଓ ସ୍ଥାନୀୟ ଲୋକେ ହେଲେ ଆଜିକୁ ୪ ଦିନ ବିତିଗଲାଣି ନିଖୋଜ ବ୍ୟକ୍ତି ଉଦ୍ଧାର ହୋଇ ପରି ନାହାନ୍ତି । ଏହା ନେଇ ପୋଲିସ୍ କିମ୍ବା ସ୍ଥାନୀୟ ଜିଲ୍ଲା ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବାର ଯାହା ଜଣା ପଡିଛି।
କଳାହାଣ୍ଡି ଅତିରିକ୍ତ ଜିଲ୍ଲା ପ୍ରତିନିଧି :- ମିଥୁଲା ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0