।। ସ୍ତ୍ରୀ ନିଖୋଜ ନେଇ ସ୍ବାମୀ ଥାନା ଦ୍ବାରସ୍ତ ।।

Sep 19, 2024 - 17:01
 0  27
।। ସ୍ତ୍ରୀ ନିଖୋଜ ନେଇ ସ୍ବାମୀ ଥାନା ଦ୍ବାରସ୍ତ ।।

ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାର ପଡା ଫାଣ୍ଡି ସାହାର ପଡା ବ୍ଲକ ଗୋରାସ ପଞ୍ଚାୟତ ଗାରାସ ଗ୍ରାମର ସୁବାସ ଚନ୍ଦ୍ର ନାଏକ ଙ୍କ ସ୍ତ୍ରୀ କୁନ୍ତଳା ନାଏକ ୩୫ ଦିନ ହେବ ବାପ ଘରକୁ ଯାଇ ସେଠାରୁ ସେ ନିଖୋଜ ହୋଇଛନ୍ତି ସୂଚନା ଅନୁଯାୟୀ ସୁବାସ ଚନ୍ଦ୍ର ନାଏକ ସେ ଭୁବନେଶ୍ୱରରେ ରହି କାମ କରନ୍ତି ସ୍ତ୍ରୀ କୁନ୍ତଳା ନାଏକ ପୂର୍ବରୁ ନିଜ ବାପ ଘର ଶୁକୃଳି ବ୍ଲକ କେଶନା ନିକଟସ୍ଥ କାଶିପାଳ ଗ୍ରାମକୁ ଦୁଇଟି ପୁଅ ନେଇ ଧାନ ତଳି ଲଗେଇବା ପାଇଁ ସ୍ବାମୀ ଙ୍କୁ ଫୋନ୍ କରି କଥା ହୋଇ ଯାଇଥିଲେ ସେଠାରେ ପହଞ୍ଚିବା ପରେ ଦୁଇ ପୁଅଙ୍କୁ ବାପ ଘରେ ଛାଡ଼ିବା ପରେ ଦିନେ ଆଧାର ସଂଶୋଧନ କରିବା ପାଇଁ ଗୋରାସ ଯାଉଛି କହି ପହଞ୍ଚି ନାହିଁ କି ବାପ ଘରକୁ କାଶିପାଳ ଫେରି ନାହାନ୍ତି ସ୍ବାମୀ ସୁବାସ ଚନ୍ଦ୍ର ନାଏକ ନିଜ ସ୍ତ୍ରୀ କୁ ବହୁତ ଖୋଜାଖୋଜି କରିବା ପରେ ନପାଇବାରୁ ବାଧ୍ୟ ସେ ଥାନା ରେ ଲିଖିତ ଅଭିଯୋଗ କରିଥିବା ସେ ପ୍ରକାଶ କରିଛନ୍ତି ଯଦି କୌଣସି ବ୍ୟକ୍ତି ଏହି ମହିଳାଙ୍କୁ ପାହାନ୍ତି ତାହେଲେ ତାଙ୍କର ସ୍ବାମୀ ସୁବାସ ଚନ୍ଦ୍ର ନାଏକ ଙ୍କ ମୋବାଇଲ ନମ୍ବର ହେଲା 9937516638 ରେ ଯୋଗାଯୋଗ କରିପାରିବେ ବୋଲି ଅନୁରୋଧ କରିଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ