ସିଦ୍ଧାର୍ଥ ତ୍ରିପାଠୀ କୋରାପୁଟ ଜିଲ୍ଲା କଂଗ୍ରେସ ଦଳର ର ସମ୍ପାଦକ ଭାବେ ମନୋନୀତ
ସୁନାବେଡା: ତା: ୨୯/୦୨/୨୬() ସିଦ୍ଧାର୍ଥ ତ୍ରିପାଠୀ ଙ୍କୁ କଂଗ୍ରେସ ଦଳର କୋରାପୁଟ ଜିଲ୍ଲା ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଛି।ଏଥି ପୂର୍ବରୁ ସିଦ୍ଧାର୍ଥ ତ୍ରିପାଠି ସୁନାବେଡା ପୌରପାଳିକା କଂଗ୍ରେସ ର ଯୁବ ସଭାପତି ଭାବରେ ୨ ଥର ନିରନ୍ତର କାର୍ଯ୍ୟ କରିଥିଲେ ଏବଂ ସମ୍ପ୍ରତି ଯୁବ କଂଗ୍ରେସ ର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ। ଗତକାଲି ତାଙ୍କୁ କଂଗ୍ରେସ ଦଳର କୋରାପୁଟ ଜିଲ୍ଲା ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଥିବା ଯୋଗୁଁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।
କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
2
Funny
0
Angry
0
Sad
0
Wow
0