ସାତ ଦିବସୀୟ ଶୀତକାଳୀନ ସ୍ଵତନ୍ତ୍ର ଶିବିର ଅନୁଷ୍ଠିତ
ନୂଆପଡ଼ା : ନେସନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଆଧିନ ରେ ଚାଲିଥିବା ସ୍ଵତନ୍ତ୍ର ଶିବିର ର ସାତ ଦିନ ପୂର୍ଣ୍ଣ ହୋଇଛି। ଏହି ଶିବିର ୨୦/୧୧/୨୫ ରେ ଆରମ୍ଭ ହୋଇ ୨୬/୧୧/୨୫ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ର ରେ ୫୦ ଜଣ ସ୍ଵେଚ୍ଛା ସେବୀ ଯୋଗ ଦେଇ ଥିଲେ।ଓ ବିଭିନ୍ନ କାର୍ଯ୍ୟ କ୍ରମ ଓ ଜନ ସଚେତନ କାର୍ଯ୍ୟ କ୍ରମ ସ୍ୱେଚ୍ଛ। ସେବି ମାନେ ଜଣ ସାଧାରଣ ମାନଙ୍କୁ ଅବଗତ କରେଇଥିଲେ।ସ୍ଵେଚ୍ଛ। ସେବି ମାନଙ୍କ ଉତ୍ସାହ ଓ ଅଗ୍ରଗତି ନିମନ୍ତେ ଅନେକ ପର୍ଯ୍ୟାୟ ରେ ଵନ ବିଭାଗ କର୍ମଚାରୀ, ସ୍କିଲ ଡେଭଲପମେଣ୍ଟ(ଦକ୍ଷତା ବିକାଶ) ପରିବେଶ ସୁରକ୍ଷା, ନିଶା ନିବାରଣ ପରି ଅନେକ ପର୍ଯ୍ୟାୟ ହେଲା ଓ ସ୍ୱେଚ୍ଛ। ସେବି ମାନେ କିପରି ସ୍ୱଚ୍ଛ ଏବଂ ସୁସ୍ଥ ସବଲ୍ ରହିବେ ସେ ବିଷୟ ରେ ଡ।କ୍ଟର ଅବଗତ କରେଇ ଥିଲେ ।ଉଦଯାପନୀ ଉତ୍ସବ ରେ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ମାନପତ୍ର ପ୍ରଦାନ କଲେ। ଜାତୀୟ ସେବା ଯୋଜନା ଯୋଜନା ଅଧିକାରୀ ଶ୍ରୀ ଜଗନ୍ନାଥ ମେହେର ଧନ୍ୟବାଦ୍ ଜ୍ଞାପନ କଲେ। ନୂଆପଡ଼ାରୁ ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0