।। ସମ୍ବିଧାନ ଦିବସ ଅବସରରେ କୋରାପୁଟ ପ୍ରଥମ ଖବର କଳାହାଣ୍ଡି ଟିମ ତରଫରୁ ବନ୍ଧୁମିଳନ ।।

Nov 26, 2023 - 20:48
Nov 26, 2023 - 22:18
 0  24
।। ସମ୍ବିଧାନ ଦିବସ ଅବସରରେ କୋରାପୁଟ ପ୍ରଥମ ଖବର କଳାହାଣ୍ଡି ଟିମ ତରଫରୁ ବନ୍ଧୁମିଳନ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସ୍ଥିତ ମୁଖିଗୁଡା ଠାରେ କରାପୁଟ ପ୍ରଥମଖବର ପକ୍ଷରୁ ଏକବନ୍ଧୁ ମିଳନ ସଭାଅନୁଷ୍ଠିତ ହଇଯାଇଛି. ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବାବୁଲା ଖିଲ କରାପୁଟ ପ୍ରଥମ ଖବର ସମ୍ପାଦକ ଓ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ରଂଜିତ ଖରା ଯଗଦେଇ ତାଙ୍କର ବକ୍ତବ୍ୟପ୍ରଦାନ କରିଥିଲେ. ଓଡିଶାର ପ୍ରତେକ ଜିଲ୍ଲା ଓ ବ୍ଲକ ପ୍ରତିନିଧି ପୁରଣ କରି କରାପୁଟ ପ୍ରଥମଖବର କୋ ଣ ଅନୁ କୁଣେ ପ୍ରଚାର ପ୍ରଶାର କରିବା ପାଇଁ ଉପସ୍ଥିତ ବ୍ଲକପ୍ରତିନିଧି. ଉପଖଣ୍ଡ ପ୍ରତିନିଧି. ଜିଲ୍ଲା ପ୍ରତିନିଧି ମାନଙ୍କୁ ଉପଦେଶ ଦେଇଥିଲେ. ଏହିସମିଳନୀ ଜିଲ୍ଲା ପ୍ରତିନିନ୍ଧି ଶ୍ରୀଯୁକ୍ତ ମକୁନ୍ଦ ନାଏକ ଙ୍କ ଅଧକ୍ଷତା ଆୟଜନ କରାଯାଇଥିଲା ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ମାନସ କୁମାର ନାଏକ. ବାଲେଶ୍ୱର ନାଏକ. ବାବୁଲି ହରିଜନ. ରଜନୀ କାନ୍ତ ସଗଡ଼ିଆ. ସତ୍ୟଜିତ ସରଙ୍ଗୀ. ଜଗନ୍ନାଥ ନାଥ ଖସଲା. ସଞ୍ଜୟ ନାଗ. ଦେବେନ୍ଦ୍ର ଖିଲ. ବାଳକୃଷ୍ଣ ମିଶ୍ରଙ୍କସହ ଏଙ୍କର ଚନ୍ଦ୍ରକାନ୍ତି ନାଏକ. ଅଳବିନା ପାଣି ଙ୍କ ସହ ଉପଖଣ୍ଡ ପ୍ରତିନିଧି. ଅତିରିକ୍ତ ପ୍ରତିନିଧି କରାପୁଟ ପ୍ରଥମ ଖବର ର କର୍ମ କର୍ତା ଉପସ୍ଥିତ ଥିଲେ ।

 କଳାହାଣ୍ଡି ଜିଲ୍ଲା ଥୁମୂଳରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ