ଶ୍ରାବଣ ମାସର ଶେଷ ସମବାର ପାଳନ କଲେ ତାଲଗୁଡ଼ ବୋଲ ବୋମ ସଂଘ

Aug 5, 2025 - 05:32
 0  6
ଶ୍ରାବଣ ମାସର ଶେଷ ସମବାର ପାଳନ କଲେ ତାଲଗୁଡ଼ ବୋଲ ବୋମ ସଂଘ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ତାଲଗୁଡ଼ ଗ୍ରାମର ବୋଲ ବୋମ ସଂଘ ଶେଷ ସମବାର ରେ ତାଡାକ ବୋମ ପାଳନ କରି ଆସିଥିଲେ ନାଗୁପଡା ନଦୀ ଠାରୁ ପାଣି ଉଠାଇ ମହୀପାଣି କୁମ୍ଭାର ପଡା ପାହାଡ଼ ଶିବ ମନ୍ଦିର ଠାରେ ପାଣି ଢାଳି ନିଜର ମନସ କାମନା ଜଣାଇଥିଲେ ଶ୍ରାବଣ ମାସର ଚାରି ପାଳି ପଡି ଥିବା ବେଳେ ଆଜି ଶେଷ ପାଳି ରେ ଶ୍ରୀ ଶ୍ରୀ ବାବା ଧବେଳେସୂର ଶିବ ମନ୍ଦିର ମହୀପାଣି କୁମାର ପଡାଠାରେ ପାଣି ଢାଳି ତାଲଗୁଡ଼ ବୋଲ ବୋମ ସଂଘ ଭଜନ ର ଵେବସ୍ତା ମଧ୍ୟ କରିଛନ୍ତି ସମସ୍ତ ଦର୍ଶକ ମାନଙ୍କ ପାଇଁ ସବୁ ବର୍ଷା ଭଳି ଏ ବର୍ଷା ମଧ୍ୟ ଭଜନ ର ଵେବସ୍ତା କରା ଯାଇଥିଲା ଏଥିରେ ସମସ୍ତେ ଭକ୍ତ ଓ ଦର୍ଶକ ମାନଙ୍କୁ କେମିତି ଶାନ୍ତି ଶୁଙ୍ଖଳା ରେ ଭଜନ କରିଯିବେ ବୋଲି ତାଲଗୁଡ଼ ବୋଲ ବୋମ ସଂଘ ର ସବାପତି ଶ୍ରୀ କୋଦଣ୍ଡ ଧର ନାୟକ , ବିଭୁତି ନାୟକ ଓ ହେମନ୍ତ ପ୍ରଧାନୀ ହରିହର ସୁନା ଓ ଭଗବାନ ନାୟକ ସମସ୍ତଙ୍କୁ ଜଣାଇଥିଲେ ଯାତ୍ରୀ ମାନେ ଖୁସି ଆନନ୍ଦ ରେ ଭଜନ କରି ନିଜ ନିଜ ଘରେ ଯାଇଥିଲେ ଓ ମନ୍ଦିର ପୂଜକ ଦିବାକର ଦଶା ତାଲଗୁଡ଼ ବୋଲ ବୋମ ସଂଘ କୁ ଆଶ୍ରିବାଦ କରିଥିଲେ ଏଥିରେ ବୋଲ ବୋମ ସଂଘର ସମସ୍ତେ ସୋହାଜାଗ କରିଥିଲେ ।

 କଳାହାଣ୍ଡି ରୁ ରଜନୀ କାନ୍ତ ସାଗଡ଼ିଆ ଙ୍କ ରିପୋର୍ଟ ଫାଷ୍ଟ News ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ