।। ଲୋକଙ୍କ ଠାରୁ ଟଙ୍କା ଉଠାଇ ସ୍ବାମୀ ସ୍ତ୍ରୀ ଫେରାର ।।

ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପାଟଣା ଥାନା ଅନ୍ତର୍ଗତ ଟାଇଁସୀରା ଆଦିବାସୀ ମହିଳାଙ୍କୁ ଲୋନ୍ କରାଇଦେଇ ରୁଷୁ ବେହେରା ତାହାର ସ୍ତ୍ରୀ ସନ୍ତୋଷୀ ବେହେରା ଲୋକଙ୍କୁ ଲୁଟିଛନ୍ତି ରୁଷୁ ବେହେରା ପ୍ରଥମେ ଲୋନ୍ କରିବା ପୁର୍ବରୁ କିଛି ତାଙ୍କ ଖର୍ଚ୍ଚ କଲା କହିଲା ଲୋନ୍ କରି ସବୁ ଟଙ୍କା ପାଇବ ଆଦିବାସୀ ଦଳିତ ମହିଳା ମାନେ ତାଙ୍କୁ ବିଶ୍ଵାସ କରି ପ୍ରଥମେ ଲୋନ୍ କରିଥିବା ମହିଳାଙ୍କୁ ରୁଷୁ ବେହେରା ସ୍ତ୍ରୀ ସନ୍ତୋଷୀ ବେହେରା କିସ୍ତି ଟଙ୍କା ଆମେ ସୁଝିବୁ କହି ଲୋକଙ୍କ ଠାରୁ ଟଙ୍କା ଉଠାଇ ନେଇ ଗାଁ ଛାଡି ଫେରାର ହୋଇଥିବା ଅଭିଯୋଗ ହୋଇଛି ବିଭିନ୍ନ କମ୍ପାନୀ କର୍ମଚାରୀ ମାନେ ଆସି ଲୋକମାନଙ୍କୁ ହଇରାଣ କରୁଛନ୍ତି ଏନେଇ କିଛି ମହିଳା ବିଷ ପିଇବା ପାଇଁ ବାଧ୍ୟ ହେଉଛନ୍ତି ।
କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା
What's Your Reaction?






