।। ଲବ ହସ୍ତା କୁ ନେଇ ଭିଡିଓ କରି ଫସିଗଲେ ଜଣେ ୟୁଟୁବର ।।

Jan 23, 2024 - 06:13
 0  184
।।  ଲବ ହସ୍ତା କୁ ନେଇ ଭିଡିଓ କରି ଫସିଗଲେ ଜଣେ ୟୁଟୁବର ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅଧୀନସ୍ଥ ଚାନ୍ଦପୁର ଗ୍ରାମର ଜଣେ ଓଡ଼ିଆ ୟୁଟୁବର୍ ଗୋବିନ୍ଦା ସୁନା ତାଙ୍କ ୟୁଟୁବ ଚେନାଲ ର ନା ହଉଛି "ମୁଁ ବି traveler Govinda gold" । ସେ ଦୁଇ ମାସ ହେଲା ୟୁଟୁବ ପ୍ଲାଟ ଫର୍ମ ରେ କାମ କରିଆସିଛନ୍ତି । ଆଗରୁ ଏଭଳି କିଛି ସମସ୍ୟା ଦେଖା ଦେଇନଥିବା କହିଛନ୍ତି । ହେଲେ କିଛି କିଛି ଦିନ ପୂର୍ବରୁ "ମୁଁ traveler" ୟୁଟ୍ୟୁବ୍ ଚାନେଲ ଖାଲିଥିବା ୟୁଟ୍ୟୁବର ତାଙ୍କ ନାମ ଲବ ହସ୍ତା ସେ ଗଭିନ୍ଦା କୁ କମେଣ୍ଟ କରି ଚନେଲ କୁ ଡିଲେଟେ କରିବା ପାଇଁ କହିଥିବା ର ଅଭିଯୋଗ ଆସିଛି । ଗୋବିନ୍ଦା ଜଣେ ଏଭଳି ସ୍ଥାନରେ ରହୁଛନ୍ତି କି ସେ ତାଙ୍କର ୟୁଟୁବ ଭିଡ଼ିଓ ଅପଲୋଡ କରିବା ସମୟରେ ନେଟୱର୍କ ଠିକ୍ ଭାବରେ ମୋବାଇଲ ରେ ନଥିବାରୁ ଘରର ଛାତ ଉପରେ ଯାଇ ଭିଡିଓ ପୋଷ୍ଟ କରନ୍ତି ଖାଲି ସେତିକି ନୁହେଁ ସେ କେବଳ ମୋବାଇଲ ଫୋନ୍ ମାଧ୍ୟମରେ ହିଁ ଭିଡିଓ ଏଡିଟ କରନ୍ତି ।ଜଣେ ୟୁଟ୍ୟୁବର ଙ୍କୁ ଆଉ ଜଣେ ୟୁଟ୍ୟୁବର ସାହାଯ୍ୟ କରିବା ବଦଳରେ ଓଲୋଟା ଚାନେଲ୍ ଡିଲେଟ କରିବାର ସିମେଣ୍ଟ ସାମ୍ନା କୁ ଆସିବା ଜଣାପଡିଛି ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ