।। ରାଜୁପୁଟ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପ୍ରବେଶ ।।

Oct 20, 2023 - 19:46
 0  65
।। ରାଜୁପୁଟ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପ୍ରବେଶ ।।

ତାରିଖ 20.10.23 (କୋରାପୁଟ ପ୍ରଥମ ଖବର) କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ରାଜୁପୁଟ ପଞ୍ଚାୟତ ମୁଖିବିଡେଇ ଗ୍ରାମର ଘାସିରାମ ହନ୍ତାଳ ଲଇଚନ ଉମେଡୀ ବଡବଡ଼ିଙ୍ଗା ଗ୍ରାମର ହରିଜନ ସାହିର ବ୍ଲକ ଅଧକ୍ଷା ଲିଲି ଅଣ୍ଟାବିରିଆ, ଏ.ବି. ଡି.ଅ ଧିରେନ ଖଣ୍ଡାଗିରି, ନାଇବ ସରପଞ୍ଚ ପଦ୍ମା ହନ୍ତାଳ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଯଥା ମନ ଦଣ୍ଡସେନା, ବିନୋଦ ମୁଠାଇ, ଶୁକ ଗୁଣ୍ଠା, ଜମୁନା ମାଝୀ, ଡମ୍ବରୁ ଗୁଣ୍ଠା, କାଙ୍ଗ୍ରା ଗ୍ରାମର ପୂର୍ବତ୍ତନ ୱାର୍ଡ ମେମ୍ବର ବାଇଧର ନନ୍ଦିବାଲି ଗ୍ରାମ ରୋଜଗାର ସେବକ ମନୋଜ କୁମାର ହିଆଲ, ପୂର୍ବତ୍ତନ ୱାର୍ଡ ମେମ୍ବର ଧନ ହନ୍ତାଳ, ସୋମନାଥ ମୁର୍ଜା, ବଲୁ ଉମେଡୀ ଉପସ୍ଥିତ ରହି ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ସାମିଲୀ ହୋଇଛନ୍ତି l ଯେଉଁ ପରିବାର 4 ମାସ ପୂର୍ବରୁ କରିଛନ୍ତି ସେହି ମାନଙ୍କୁ ସିଧା ସଳଖ ନିଜ ପାସବହିରେ 20 ହଜାର ପ୍ରତ୍ସାହନ ରାଶି ଛଡ଼ିଯିବ l ଯେଉଁ ମାନେ ଘର ସବୁ ପାଇଛନ୍ତି ଶୀଘ୍ର ସାରିବାକୁ ସମସ୍ତ ୱାର୍ଡମେମ୍ବର ମାନଙ୍କୁ କହିଛନ୍ତି l ଉପସ୍ଥିତ ସମସ୍ତ ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ସମାଜ ସେବୀ ତଥା ରାଜପୁଟ ସରପଞ୍ଚ ପିତାମ୍ବର କ୍ରିସାନି ।

 ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ