।। ମୟୂରଭଞ୍ଜ, ବାରିପଦାରେ ଡ୍ରାଇଭର ଦିବସ ପାଳିତ ।।

Sep 1, 2024 - 19:59
 0  10
।। ମୟୂରଭଞ୍ଜ, ବାରିପଦାରେ ଡ୍ରାଇଭର ଦିବସ ପାଳିତ ।।

ବାରିପଦା/01/09/2024 ଓଡିଶା ଡ୍ରାଇଭର ମହାସଂଘ ର ନିର୍ଦେଶ ଅନୁଯାୟୀ ପୁଜା ପାଠ କରି ।ସେପ୍ଟେମ୍ବର 1 ତାରିଖକୁ ଡ୍ରାଇଭର ଦିବସ ଭାବେ ପାଳନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାପାଳ ଡ୍ରାଇଭର ଙ୍କୁ ନିଜେ ନିଜର ସୁରକ୍ଷା ସହିତ ସମାଜର ସେବା କରିବା ଓ ନିଶା ପାଣି ଖାଇ ଗାଡ଼ି ଚଲେଇବା ନାହିଁ। ଭଳି ଅନେକ ଉପଦେଶ ଦେଇଥିଲେ। ଏଥିରେ ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତର ଡ୍ରାଇଭର ଭାଇମାନେ ଉପସ୍ତିତ ଥିଲେ। ଡ୍ରାଇଭର ସଂଘ ସଭାପତି ବିନୋଦ ଲହାର ଓ ସମ୍ପାଦକ ପାର୍ଥସାରଥି ମହାନ୍ତଙ୍କ ନେତୃତ୍ଵରେ ଏକ ବିଶାଳରେଲି ପାଲ ବଣି ବାଇପାସ ଛକରୁ ବାହାରୀ ସହର ପରିକ୍ରମା କରିଥିଲେ। ଓ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର 1 ତାରିଖକୁ ରାଷ୍ଟ୍ରିୟ ଡ୍ରାଇଭର ଦିବସ ରୁପେ ପାଳନ ପାଇଁ ନିଷପତି ନେଇଥିଲେ । ବର୍ତ୍ତମାନର ଲୋକପ୍ରିୟ ସରକାରଙ୍କ ପାଖରେ କିଛି ଦାବି ରଖିଛନ୍ତି। ସେପ୍ଟେମ୍ବର ୧କୁ ଜାତୀୟଡ୍ରାଇଭର ଦିବସ ପ୍ରତ୍ୟେକ ଡ୍ରାଇଭରଙ୍କୁ ଆବାସ ଯୋଜନାରେ ସାମିଲ ହିଟ ଓ ରାନ ନିମୟକୁ କାର୍ଯ୍ୟକାରୀ କରା ନ ଯାଉ ୬୦ବର୍ଷ ପରେ ବୃତ୍ତିଗତ ଡ୍ରାଇଭରଙ୍କୁ ଭତ୍ତା ଡ୍ରାଇଭର ସୁରକ୍ଷା ଆଇନ ରାସ୍ତାରେ ପାର୍କି.ଶୌଚାଳୟ,ବିଶ୍ରାମା ଗାର ଅଟୋ ଡ୍ରାଇଭରଙ୍କୁ ଏଥିରେ ସାମିଲ କରା ଯାଉ ପ୍ରତ୍ୟେକ ଖଣି, ଖାଦାନ, କାରଖାନାରେ କାମ କରିବାର ସୁଯୋଗ ଦିଆଯାହା ।

 ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରି

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ