।।ମୁଖ୍ୟ ରାସ୍ତା ସାହୁ ଜଙ୍ଗଲ ନିକଟରେ ବାଇକ୍ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର ।

Apr 25, 2024 - 12:25
 0  195
।।ମୁଖ୍ୟ ରାସ୍ତା ସାହୁ ଜଙ୍ଗଲ ନିକଟରେ ବାଇକ୍ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର ।

।କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-କାଠକୁରା ମୁଖ୍ୟ ରାସ୍ତା ସାହୁ ଜଙ୍ଗଲ ନିକଟରେ ବାଇକ୍ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର।ଉଭୟ ଥୁଆମୂଳ ରାମପୁର ଗ୍ରାମର ବୋଲି ସୂଚନା ମିଳିଛି।ଘଟଣାରେ ସନ୍ତୋଷ ବାଗ (୨୬)ର ମୃତ୍ୟୁ ହୋଇଥିବା ବେଳେ ଉପେନ୍ଦ୍ର ନାଗ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର।ଦୁର୍ଘଟଣା ଟି ବୁଧବାର ରାତି ପ୍ରାୟ ୮ ଘଣ୍ଟା ସମୟର ବୋଲି ଜଣାପଡିଛି।

ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ