ମୁଖିଗୁଡା ରୁ ଗଞ୍ଜେଇ ଚାଲାଣ ହେଉଛି ସରକାରୀ ବସ ରେ

Jul 29, 2025 - 07:10
 0  95
ମୁଖିଗୁଡା ରୁ ଗଞ୍ଜେଇ ଚାଲାଣ ହେଉଛି ସରକାରୀ ବସ ରେ

ବିଶାଖାପାଟଣା ବସ ରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଜୟପାଟଣା ଅବକାରୀ ବିଭାଗ, ଗଞ୍ଜେଇ ସହ ଜଣେ ଯୁବକ ଅଟକ, ଜଣେ ଫେରାର, ତଦନ୍ତ ଜାରି।ଆଜି ସନ୍ଧ୍ୟା ସମୟରେ ଭବାନୀପାଟଣା ଲଡୁ ଗାଁ ଭୟା ବିଶାଖାପାଟଣା ଓଡ଼ି ୦୮ ଆର ୧୯୫୨ ନମ୍ବର ଓଏସଆରଟିସି ବସ ରେ ଗଞ୍ଜେଇ ଚାଲାଣ ହେଉଥିବା କୋଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ।ଏ ନେଇ ଅବକାରୀ ବିଭାଗ ପକ୍ଷରୁ ଜୟପାଟଣା ରାଜବାଟି ଛକରେ ବସ କୁ ଯାଞ୍ଚ କରିଥିବା ବେଳେ ଦୁଇ ଜଣ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜଣେ ଯୁବକ କୁ କାବୁ କରାଯାଇଛି।ଅନ୍ୟ ଜଣେ ଯୁବକ ବସ ଝରକା ଦେଇ ଫେରାର ମାରୁଥିବା ବେଳେ ତାକୁ ମଧ୍ୟ କବୁ କରି ।ପ୍ରାଥମିକ ସୂଚନା ରୁ ଯୁବକ ଦୁହେଁ ବାହାର ଜିଲ୍ଲାର ହୋଇଥିବା ବେଳେ ହାରାହାରି ୧୦ ରୁ ୧୫ କେଜି ଗଞ୍ଜେଇ ହେବ ବୋଲି ଅନୁମାନ କରାଯାଉଛି । ଏବଂ ଦୁଇ ଜଣ ଯୁବକଙ୍କୁ ଗିରଫ କରି ଅଟକ ରଖାଯାଇଛି ।

 କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନ ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ