ମା ଦୁର୍ଗା ବଡ଼େଇ ସଙ୍ଘ ଦ୍ଵାରା ୭୯ତମ ସ୍ୱାଦିନତା ଦିବସ ପାଳିତ

ସେମିଳିଗୁଡା:-୧୫/୦୮/୨୫ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଆଜି ସେମିଳିଗୁଡ଼ା ମା ଦୁର୍ଗା ବଡ଼େଇ ସଙ୍ଘ ଦ୍ଵାରା ୭୯ତମ ସ୍ୱାଦିନତା ଦିବସ ପାଳିତ ହୋଇଯାଇଛି l ଏହା ଏକ ଭାରତର ମହାନ ପର୍ବ ହୋଇଥିବାବେଳେ ପିଲା ଠାରୁ ବୟସ୍କ ଏହି ପର୍ବରେ ସାମିଲ ହୋଇ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେଇଥାନ୍ତି l ଏହି ମହାନ ଦିନରେ ସେମିଳିଗୁଡ଼ା ଶିବଶକ୍ତି ବଣିକ ସଙ୍ଘର ସଭାପତି ଶ୍ରୀଯୁକ୍ତ ଏମ ରମେଶ ଜଗଦେଇ ପତାକା ଉତ୍ତଳନ କରିଥିଲେ ଏବଂ ଆଜିର ଏହି ମହାନ ଦିନ ଉପରେ କିଛି ସଙ୍କେପରେ ଲୋକଙ୍କୁ ଉଦ୍ଦବଦନ ଦେଇଥିଲେ l ମା ଦୁର୍ଗା ବଡ଼େଇ ସଙ୍ଘର ସଭାପତି କିଶୋର ଟାକ୍ରୀଙ୍କ ନେତୃତ୍ୱରେ ଆଜିର ସ୍ୱାଦିନତା ଦିବସ ପାଳିତ ହୋଇଥିବା ବେଳେ ସଙ୍ଘର କର୍ମକର୍ତା ସହଯୋଗ କରିଥିବା ଦେଖିବାକୁ ମିଳିଛି l
ସେମିଳିଗୁଡା ରୁ ଦେବେନ୍ଦ୍ର ଖିଲଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା
What's Your Reaction?






