।। ଭୋଟ ଦାନ ପାଇଁ ମହାସଂଗ୍ରମ୍ ଲୋକେ ସକାଳୁ ଆସି ଅସନ୍ତୁଷ୍ଠ ।।
ସମଗ୍ର ଓଡ଼ିଶାରେ ମହାସଂଗ୍ରମ୍ ଭୋଟ, ନିର୍ବାଚନ ର ପ୍ରଥମ ପୁଲିଂ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ଼ କର୍ଲାକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ଲାଖବାହାଲି ଗ୍ରାମ ରେ ଦେଖିବକୁ ମିଳିଛି ଭିଡ଼। ଆସନ୍ତୁ ଦେଖିବା କଣ ହେଉଛି? (ପ୍ରତିକ୍ରିୟା..........)
କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ ଫାଷ୍ଟ ନିଉଜ୍ ଓଡ଼ିଶା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0