ଭିଜିଲାନ୍ସ ଜାଲରେ ପଡିଲେ ସେକ୍ସନ ଅଫିସର

Dec 18, 2024 - 06:03
 0  237
ଭିଜିଲାନ୍ସ ଜାଲରେ ପଡିଲେ ସେକ୍ସନ ଅଫିସର

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଲାଞ୍ଚୁଆ ସେକ୍ସନ ଅଫିସର ଙ୍କୁ ମାଡି ବସି ଗିରଫ କରିଛି ଭିଜିଲାନ୍ସ ଵିଭାଗ ! ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିକ୍ଷା ଵିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର ରଂଜିତ ଷଡ଼ଙ୍ଗୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ! ରାମ ଚନ୍ଦ୍ର ସାହୁ ନାମକ ଜଣେ ଅବସର ପ୍ରାପ୍ତ ଶିକ୍ଷକ ଙ୍କ ଫାଇନଲ ପେନସନ କରେଇଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ରଞ୍ଜିତ ଷଡ଼ଙ୍ଗୀ, ଆଜି ରାମଚନ୍ଦ୍ର ସାହୁ ୧୦ ହଜାର ଟଙ୍କା ନେଇ ତାଙ୍କ କାର୍ଯ୍ୟାଳୟ କୁ ଯାଇ ଦେବା ବେଳେ ପୂର୍ବରୁ ଛକି ରହିଥିଲେ ଭିଜିଲାନ୍ସ କର୍ମଚାରୀ, ଉକ୍ତ ଟଙ୍କା ସହିତ ରଞ୍ଜିତ ଷଡ଼ଙ୍ଗୀ ଙ୍କୁ ଗିରଫ କରିଛି ଭିଜିଲାନ୍ସ, ପରେ ରଞ୍ଜିତ ଙ୍କର ନବରଙ୍ଗପୁର ସହର ରାଜୁ ସାହି ଘର ମଧ୍ୟ ଭିଜିଲାନ୍ସ ଵିଭାଗ ଜାଞ୍ଚ କରୁଥିବା ସୂଚନା ମିଳିଛି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ