।। ଭାତ ପୁର ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନ କାର୍ଯ୍ୟ କର୍ମ ଶୁଭ ଆରମ୍ ।।

Jan 25, 2024 - 15:28
 0  138
।। ଭାତ ପୁର ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନ କାର୍ଯ୍ୟ କର୍ମ ଶୁଭ ଆରମ୍ ।।

ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ଭାତ ପୁର ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଯଶୋଦା ହୁଇକା,sdc ଉପ ଉପାଧ୍ୟକ୍ଷ ଶ୍ରୀବନମାଳୀକାଡ୍ରାକା , ଭାତ ପୁର ପଞ୍ଚାୟତ ସରପଞ୍ଚ ଶ୍ରୀ ରାମ ରାଓ ୱାଡାକା, ଯୋଗ ଦେଇଥିବା ବେଳେ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଜାତୀ ଜନଜାତି ଆଦିବାସୀ ଉନ୍ନୟନ ପଛୁଆ ବର୍ଗ ଆଇନ ମନ୍ତ୍ରୀ ଶ୍ରୀ ଯୁକ୍ତ ଜଗନ୍ନାଥ ସାରକା, ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରି ଶୁଭାରମ୍ଭ ଉଦ୍ ଘାଟନ କରି ଥିଲେ। ଉକ୍ତ କାର୍ଯ୍ୟକ୍ରମର ସଭାରେ ଅଭିଭାଷଣ ଦେଇ ପରାମର୍ଶ ଦେଇଥିଲେ। ଏହି ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର କୋଡ଼ି ନେଟର୍ ସଂଯୋଜକ ଶ୍ରୀ ପି ଗୌରୀ ଶଙ୍କର , ଗଙ୍ଗା ରାଜୁ ହୁଇକା, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମୁରୁଲି ସାହୁ, ଗ୍ରାମ ରୋଜଗାର ସେବକ ଭଗବାନ କୁଟ୍ରୁ କା, ଓ ପଞ୍ଚାୟତ ର ସମସ୍ତ ୱାଡ ସଭ୍ୟ ଓ। ସଦସ୍ୟା ଉପସ୍ଥିତ ରହି ଥିଲେ। ଏହି କାର୍ଯ୍ୟ କ୍ରମରେ ୧୦୦୦ ସଖ୍ୟାରେ ମାଆ ଓ କର୍ମୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରି ଥିଲେ। ଆମ୍ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟ କ୍ରମ ରେ ଲୋକଙ୍କୁଉନ୍ନତି ପାଇଁ ବିଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସଚେତନ ସହିତ ଗ୍ରାମ ର ଉନ୍ନତି କିପରି ଭାବେ କାର୍ଯ୍ୟ ପାଳନ କରିବାକୁ ହେବ ଅଧ୍ୟକ୍ଷା ଅଭିଭାଷଣ ମାଧ୍ୟମରେ ରେ ବୁଝାଇ ଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ