।। ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଓ ଓଡିଶା ମିଲେଟସ ପ୍ରତିଯୋଗିତା ।।

Oct 19, 2023 - 18:48
 0  6
।। ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଓ  ଓଡିଶା ମିଲେଟସ ପ୍ରତିଯୋଗିତା ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଠାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତl ଏହି ସୁରଭି କାର୍ଯ୍ୟକ୍ରମ ରେ ପ୍ରଥମ ଶ୍ରେଣୀ ରୁ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ପ୍ରତିଯୋଗିତା ହୋଇଥିଲା l ସଂଗୀତ, ନୃତ୍ୟ, ଭଳି ଅନେକ ପ୍ରତିଯୋଗିତା ହୋଇ ଥିଲା ବେଳେ ବିଜୟୀ ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ l ଏଥିରେ ବି. ଆର. ସି ଓ ଏ. ବି. ଓ., ସି. ଆର. ସି. ସି., ଶିକ୍ଷକ ଶିକ୍ଷ ୟିତ୍ରୀ, ସହ ଅଭିଭାବକ ଶହ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ହୋଇ ଥିଲେ l ଏହା କରିବା ହେଉଛି ଶିକ୍ଷା ସହ ପୋଷଣ ତେଣୁ ବିଶ୍ୱ ରେ ଶିକ୍ଷା ନାହିଁ ତ କିଛି ନାହିଁ l ପାଠ ସହ ସାଠ ବି ଦରକାର ବୋଲି ଅଭିଭାବକ ମାନେ ପ୍ରକାଶ କରି ଧନ୍ୟବାଦ ଜଣାଇ ଥିଲେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ