।। ବ୍ରହ୍ମପୁର :: ଗଞ୍ଜାମ ହଜିଯାଇଥିବା ୮ ବାଇକ୍ ଉଦ୍ଧାର ।।

Jul 23, 2025 - 05:59
 0  14
।। ବ୍ରହ୍ମପୁର :: ଗଞ୍ଜାମ  ହଜିଯାଇଥିବା  ୮ ବାଇକ୍ ଉଦ୍ଧାର ।।

ବ୍ରହ୍ମପୁର: ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲା ରେ ବାଇକ୍ ଚୋରୀ ଘଟଣା ବିଭିନ୍ନ ସମୟରେ ପୁଲିସ କୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ l ଯାହାକୁ ନେଇ ବ୍ରହ୍ମପୁର ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଖୋଲ ତାଡ଼ ଆରମ୍ଭ କରିଥିଲା l ବିଭିନ୍ନ ଖୋଲତାଡ଼ ଆରମ୍ଭ ପରେ ଆଜି ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲା ପୁଲିସ କୁ ମିଳିଛି l ବଡ଼ ସଫଳତା ୬ଜଣ ବାଇକ୍ ଲୁଟେରା ଗ୍ୟାଙ୍ଗ କୁ ଗିରଫ କରି କୋଟ ଚାଲାଣ କରିବାରେ ସଫଳ ହୋଇଛି l ଏହି ଲୁଟେରା ଗ୍ୟାଙ୍ଗ ମଧ୍ୟ ବ୍ରହ୍ମପୁର ଓ ବିଭିନ୍ନ ସ୍ଥାନରୁ ଲୁଟ କରିଥିଲେ l ବାଇକ୍ ଗୁଡିକ ଉଦ୍ଧାର କରିଵା ପରେ ପ୍ରକୁତ ମାଲିକ ମାନଙ୍କୁ ଚିନ୍ନ ଟ କରାଯାଇ ମଙ୍ଗଳବାର ଏସ୍ପି ଙ୍କ କାର୍ଯ୍ୟାଳୟ ଠାରେ ମାଲିକ ମାନଙ୍କୁ ନିଜ ନିଜ କାଗଜ ପତ୍ର ଯାଞ୍ଚ କରି ମାଲିକ ମାନଙ୍କୁ ହସ୍ତାନ୍ତର କରାଯଇଥିଲା l

ଗଞ୍ଜାମ ପ୍ରତିନିଧି ସୁଭଦ୍ରା ଶୁକ୍ଳଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ