।। ବୋଲେରୋ ଧକ୍କାରେ ବାଇକ୍ ଚାଳକ ମୃତ୍ୟୁ ଜଣେ ଗୁରୁତର ହୋଇ ମେଡିକାଲ ଭର୍ତ୍ତି ।।

Jun 27, 2024 - 17:04
 0  31
।। ବୋଲେରୋ ଧକ୍କାରେ ବାଇକ୍ ଚାଳକ ମୃତ୍ୟୁ ଜଣେ ଗୁରୁତର ହୋଇ ମେଡିକାଲ ଭର୍ତ୍ତି ।।

କେନ୍ଦୁଝର ଆନନ୍ଦପୁର କରଞ୍ଜିଆ ରାସ୍ତାର ନିକଝରି ବାଙ୍କ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ବୋଲେରୋ ଧକ୍କାରେ ବାଇକ୍ ରେ ଦୁଇଜଣ ଥିବାବେଳେ ଘଟଣାସ୍ଥଳରେ ଜଣେ ମୃତ ଆଉ ଜଣେ ଗୁରୁତରଙ୍କୁ ମେଡିକାଲ ଭର୍ତ୍ତି ସୂଚନା ଅନୁଯାୟୀ ଗୋଡ଼ ଭଙ୍ଗା ଗାଁର କ୍ଷୀରୋଦ ସାମାଡା ନାମକ ଜଣେ ଯୁବକ ନିଜର ବନ୍ଧୁଙ୍କ ସହିତ ବାଇକ୍ ଯୋଗେ ସାତକୋଶିଆ ବଜାରକୁ ଯାଉଥିଲେ ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଯାହାଫଳରେ କ୍ଷୀରୋଦ ତାଙ୍କ ସାଙ୍ଗ କିଛି ଦୂରରେ ଛିଟିକି ପଡ଼ିଥିଲେ ଯାହାଫଳରେ ଘଟଣାସ୍ଥଳରେ ଜଣେ ମୃତ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଙ୍କୁ ମେଡିକାଲ ଭର୍ତ୍ତି କରିଛନ୍ତି ଓ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ ଏହି ଘଟଣାର ପୋଲିସ ଖବର ପାଇ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ