ବେପାରୀ ଙ୍କ ଠାରେ ଶୋଷଣ ର ଶିକାର ହେଉଛନ୍ତି ମହୁଳ ଗୋଟାଳି

Mar 5, 2026 - 12:19
 0  63
ବେପାରୀ ଙ୍କ ଠାରେ ଶୋଷଣ ର ଶିକାର ହେଉଛନ୍ତି ମହୁଳ ଗୋଟାଳି

କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ଅଞ୍ଚଳ ରେ ମହୁଳ ଋତୁ ଆସି ପହଞ୍ଚି ଯାଇଛି। ଜଙ୍ଗଲ ଅଞ୍ଚଳରେ ମହଳୁ ଫୁଲ୍ ଝରିବା ସହିତ ମହୁଳ ଗୋଟାଳି ମାନେ ଜଙ୍ଗଲ କୁ ଯାଇ ମହୁଳ ଫୁଲ ଗୋଠାଇ ବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି। ଏଠାକାର ଅସହାୟ ଲୋକଙ୍କ ପାଇଁ ଏହି ମହୁଳ ଫୁଲ ଜୀବି କାର ମୁଖ୍ୟ ଆଧାର ହୋଇଥାଏ। ହେଲ ବେପାରୀ ମାନେ କେଜି ପ୍ରତି ୧୫ ରୁ ୨୦ ଟଙ୍କା ଭାବରେ ମହୁଳ କିଣୁଥିବା ଯୋଗୁଁ ଶୋଷଣ ର ଶିକାର ହେଉଛନ୍ତି ମହୁଳ ଗୋଟାଳି ମାନେ। ଏପଟେ ସରକାର ଙ୍କ ଦ୍ଵାରା ଥୁଆ ମୂଳ ରାମପୁର ଅଞ୍ଚଳ ରେ ଏହି ମହୁଳ ଗୋଟାଳି ମାନଙ୍କ ପାଇଁ କୈାଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ନଥିବା ଯୋଗୁଁ ବେପାରୀ ମନ ଇଚ୍ଛା ରେ ମହୁଳ ଗୋଟାଳି ମାନଙ୍କ ଠାରୁ ମହୁଳ କିଣୁଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି। କଳାହାଣ୍ଡି ଜିଲ୍ଲା ଅତିରିକ୍ତ ପ୍ରତିନିଧି ମିଥୁଳା ନାଏକ ଙ୍କ ରିପୋର୍ଟ ଫାଟ୍ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ