।। ବିନା ସୂଚନା ଫଲକରେ ଚାଲିଛି ଆର ଡି ରାସ୍ତା ।।

May 2, 2024 - 15:21
 0  6
।। ବିନା ସୂଚନା ଫଲକରେ ଚାଲିଛି ଆର ଡି ରାସ୍ତା ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ହାର୍ଡ ଡ଼ୁମେର ପଦର ଠାରୁ ଗୋପୀନାଥ ପୁର କୁ ସଂଯୋଗ କରୁଥିବା ଆର ଡି ରାସ୍ତା ହେଉଛି ହେଲେ ଆଜି ଯାଏଁ କେତେ ଲକ୍ଷ୍ୟ କେତେ ଟଙ୍କା ମଂଜୁର ହୋଇଛି ତାହା ପଷ୍ଟ ହୋଇନାହିଁ ନାଁ ସୂଚନା ଫଳକ ରହିଛି l ଗ୍ରାମର ଲୋକେ ଅଭିଯୋଗ କଲେ ମଧ୍ୟ୍ୟ ଶୁଣି ଅଣଶୁଣା କରୁଛନ୍ତି l ଅନେଇ ଗ୍ରାମର ଲୋକେ ଲିଖିତ ଆକାର ରେ ଦେଲେ ମଧ୍ୟ୍ୟ ଆର ଡି ଦୀପାଣ୍ଟମେଣ୍ଟ ଶୁଣୁ ନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l ରାସ୍ତା କାମ ନିମ୍ମ ମାନର ହେଉଥିବାରୁ ଯେଇ କୁ ଯୋଗାଯୋଗ କରିଥିଲେ ମଧ୍ୟ୍ୟ ଯେଇ ବାବୁ ଫୋନ ରିସିଭ କରୁନଥିବା ଦେଖାଦେଇଛି l ରାସ୍ତା କାମରେ ପାଣି ମଧ୍ୟ୍ୟ ଦେବାପାଇଁ କହିଲେ ପାଣି ଦେଉନାହାନ୍ତି l ରାସ୍ତା ର ଧୂଳି ଗାଁ ମୁହାଁ ହେବାରୁ ଗ୍ରାମବାସୀଙ୍କ ଆଖି ରେ ଧୂଳି ପଶିବା ଆରମ୍ଭ ହେଉଥିବାରୁ ଅଳ୍ପ ଅଳ୍ପ ପାଣିଢାଳି ରାସ୍ତା କାମ କରୁଛନ୍ତି l ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ