।। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୁତୁ ।।

Jun 22, 2024 - 16:01
 0  11
।।  ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୁତୁ ।।

ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜଣେ ବ୍ୟକ୍ତି ଙ୍କ ମୁତ୍ୟୁ ମୁତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ ହନ୍ତାଲପୁଟ ଗ୍ରାମ ସନା ଦଳେଇ ଅନକାଡେଲି ସ୍ଥିତ ଜୋଇ ଙ୍କ ନୂତନ ଘର ନିର୍ମାଣ କରୁଥିଲେ ସନା ସନ୍ଦ୍ୟା ହେବାରୁ କମ କାର୍ଯ୍ୟବନ୍ଦ କରୀ ଗୋଡ଼ ହାତ ଧୋଇ ବାହାରେ ପଡ଼ିଥିବା ଲୁହା ରୋଡ଼ ଜମାକରୀ ଘର ଭିତରକୁ ନେବାସମୟରେ ରାସ୍ତା କଡ଼ରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚିଟିକି ପଡି ଦେହରେ ଲାଗିଯାଇଥିଲା ସଙ୍ଗେ ସଙ୍ଗେ ସନା ଙ୍କ ସମୁନ୍ଦି ଆସି ଦେକି ଲମତାପୁଟ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦକୁ ଆଣିଥିଲେ ଚିକିତ୍ସା ଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୁତ ଘୋଷଣା କରିଛନ୍ତି ସନା ଙ୍କ ଏଭଳି ଦୁର୍ଘଟଣା ଖବର ଶୁଣି ସମସ୍ତେ ଚକିତ ହେବା ସହ ସମ୍ପର୍କୀୟ ଙ୍କ କାନ୍ଦ ବୋବାଳି ରେ ପାଟିପଡିଛି ।

ଲମତାପୁଟ ରୁ ସୁବାଷ ମାଲିଙ୍କ ରିପୋର୍ଟ ଫାଷ୍ଟ news ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ