।। ବାଲ୍ମୀକି ଜୟନ୍ତୀ ପାଳନ ।।

Oct 17, 2024 - 18:44
 0  15
।। ବାଲ୍ମୀକି ଜୟନ୍ତୀ ପାଳନ ।।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଆନ୍ଦ୍ର ଓଡିଶା ସୀମାନ୍ତ ପାତଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ମୁକ୍ତିଆମ୍ଭ ବାଲ୍ମୀକି ଆଶ୍ରମ ଠାରେ ବାଲ୍ମୀକି ଜୟନ୍ତୀ ପାଳନ କରାଗଲା। ଏହି କାର୍ଯ୍ୟକ୍ରମ ରେ ନିମନ୍ତ୍ରୀତ ଅତିଥି ଭାବରେ ଓଡିଶା ପ୍ରଦେଶ କଂଗ୍ରେସ ନେତା ତୋତା ପଟ୍ଟାଙ୍ଗି ବିଦାୟକ ଶ୍ରୀ ରାମଚନ୍ଦ୍ର କାଡାମ ଯୋଗଦେଇଥିଲେ।ଏବଂ ଉପସ୍ଥିତଥିବା ମଞ୍ଚାସିନଅତିଥି ଓ ସବାକାର୍ଯ୍ୟରେ ଉପସ୍ତିତଥିବା ବୁଦ୍ଧିଜିବିମାନେ ରୁଷିବାଲ୍ମୀକି ଙ୍କ ବିଷୟରେ ବୁଝାଇଥିଲେ।ଏବଂ ମୁକ୍ତିଆମ୍ଭ ର ଉନ୍ନତି କରିବାକୁ ଉପସ୍ଥିତଥିବା ମାନ୍ୟବର ବିଧାୟକଙ୍କୁ ବାଲ୍ମୀକି ସମାଜର ବଦ୍ରବ୍ୟକ୍ତିମାନେ ଲିଖିତ ଅବିଯୋଗପତ୍ର ପ୍ରଧାନକଲେ। ଏବଂ ମୁକ୍ତିଆମ୍ଭ ବାଲ୍ମୀକି ଆଶ୍ରମ କୋରାପୁଟ ଜିଲ୍ଲା ରେ ୧୨ନମ୍ବର ପର୍ଯ୍ୟଟନସ୍ତଳି ବୋଲି ସମାଜସେବି ଶ୍ରୀ ଜଗନ୍ନାଥ ପାଙ୍ଗି କହିଥିବା ବେଳେ।ମହର୍ଷି ବାଲ୍ମୀକିଙ୍କ ବିଷୟରେ ସାରାଭାରତରେ କେଉଁ ବୋଳି ଭାବରେ ପ୍ରଚାର ପ୍ରସାର ହେଇପାରିବ ସେତିପ୍ରତି ଧ୍ୟାନଦେଇ ଆଶ୍ରମଉନ୍ନତି ବିଷୟରେ ମଞ୍ଚାସିନଅତିଥି ମାନେ କହୁଥିବା ଶୁଣିବାକୁ ମିଳିଥିଲା। ଓ ବିଧାୟକ ପାଇଥିବା ଅବିଯୋଗପତ୍ରରେ ଲେଖାଯାଇଥିବା ସମସ୍ୟା ଗୁଡିକ ଜଥାସିଗ୍ର କାର୍ଯ୍ୟଆରମ୍ଭକରିବେ ଓ ବାଲ୍ମୀକିଆଶ୍ରମ ର ସମସ୍ୟା ସମାଧାନ କରିବିବୋଲିଉପସ୍ଥିତଥିବା ଲୋକମାନଙ୍କୁ ବିଧାୟକ ପ୍ରତିଶୃତିଦେଲେ। ଓ ଏହିକାର୍ଯ୍ୟକ୍ରମରେ ବିଧାୟକ ମୁଖ୍ୟଅତିଥି ଭାବରେଯୋଗ ଦେଇଥିବା ବେଳେ। ରାଜୁପୁଟ ସରପଞ୍ଚପିତାମ୍ବର କିର୍ସାନି, ସମାଜ ସେଵୀ ଆକାଶ ଖିଲ, କାମାୟା ପାଙ୍ଗି, ସମାଜ ସେଵୀ ଜଗନ୍ନାଥ ପାଙ୍ଗି, ନୀଳକଣ୍ଟ ମାଣ୍ଡି, କାମେଶ କାମୁଡି, ପୂର୍ବତନ ଜିଲ୍ଲାପରୀସଦ ନାରସୁଲ କାମୁଡି, ପୂର୍ବତନ ବ୍ଲକ ଅଦକ୍ଷ ଶୁକ୍ରା ଖରା, ଅର୍ଜୁନ ବାଙ୍କା,ସଂମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଓ ବାଲ୍ମୀକି ସମାଜର ସବାପତି ଚିରଞ୍ଜିବି ଲାଇଟେଲ ଙ୍କ ନେତୃତ୍ୱ ରେ ଶ୍ରୀ ଜଗନ୍ନାଥ ଗାମ୍ପରାଇ ସବା ପରିଚାଳନା କରିଥିବା ବେଳେ। ସବାପତିଙ୍କ ନେର୍ଦେଶ କ୍ରମେ ଆସିଥିବା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣକରି ଶ୍ରୀଯୁକ୍ତ ରାମାଣା ପେଲମାଲ ସବାକାର୍ଯ୍ୟକୁ ସମାପ୍ତ କରିଥିଲେ।

ନନ୍ଦପୁର ରୁ ଶଙ୍କର ପାଙ୍ଗି ଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ