ବସ୍ ସହ ବାଇକ୍ ମୁହାମୁହିଁ ଧକା ବାଇକ୍ ଚାଳକଙ୍କର ମୃତ

May 5, 2025 - 05:34
 0  30
ବସ୍ ସହ ବାଇକ୍ ମୁହାମୁହିଁ ଧକା ବାଇକ୍ ଚାଳକଙ୍କର ମୃତ

ବନ୍ଧୁଗାଁ ବ୍ଲକ ର ସାନ ଗଦାୱାଲ୍ସା ନିକଟ ଗୋଟିଏ କିଲୋମିଟର ଦୂର ରୋଡରେ ସାରଳା ବସ୍ ସହ ବାଇକ୍ ମୁହାଁମୁହିଁ ଧକା ହୋଇଯାଇଛି l ସେହି ବସ୍ ସବୁଦିନ ରାୟଗଡ଼ା ଠାରୁ ନାରାୟଣପାଟଣା ପର୍ଯ୍ୟନ୍ତ ଯାତ୍ରା କରେ l ସେହି ସମୟରେ ଗୁରୁୱା ମାଣ୍ଡିଙ୍ଗି ମଧ୍ୟ ବାଇକ୍ ଧରି କାଟ୍ରାଗାଡା ରୁ କୁମ୍ଭାରୀପୁଟ ଯାଉଥିବା ସମୟରେ ସାନ ଗଦାୱାଲ୍ସା ନିକଟ ଗୋଟିଏ କିଲୋମିଟର ଦୂରରେ ଏହିପରି ଦୃଘଟଣା ହୋଇଯାଇଥିବାର ଦେଖିବାକୁ ମିଳିଛି l ଏବଂ ଗୁରୁୱା ମାଣ୍ଡିଙ୍ଗି ଙ୍କୁ ଚଟପଟରେ ଆହତ ହେଇଥିବାର କିଛି ଯାତ୍ରା ବାହିନୀ ଲୋକେ ଦେଖି ଅଟ ଯୋଗେ ବନ୍ଧୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରୁଥିବା ସମୟରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଗଲା l ଓ ସେହି ବାଇକ୍ ଚାଳକ ବନ୍ଧୁଗାଁ ପଞ୍ଚାୟତ କାଟ୍ରାଗାଡା ଗ୍ରାମର ଗୁରୁୱା ମାଣ୍ଡିଂ ବୋଲି ଜଣାପଡିଛି ବୟସ - ୪୦. ବାଇକ୍ ନମ୍ବର - OD 18 F 7370 ।

ବନ୍ଧୁଗାଁ ରୁ ମଣ୍ଡଳ ମିଣିଆକା ଙ୍କ ସହ ବିଶ୍ବମ୍ବର ନାଗ୍ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ