।। ବରୀ ରେ ଭାରତୀୟ ଜନ ଔଷଧି କେନ୍ଦ୍ର ଉଦଘାଟିତ ।।

Oct 5, 2024 - 22:51
 0  449
।। ବରୀ ରେ ଭାରତୀୟ ଜନ ଔଷଧି କେନ୍ଦ୍ର ଉଦଘାଟିତ ।।

ରମ୍ପା ପଂଚାୟତ ର ଗାନ୍ଧୀ ଛକ ରେ ଆଜି ଏକ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଉଦଘାଟିତ ହୋଇଯାଇଅଛି। ଉକ୍ତ କେନ୍ଦ୍ରକୁ ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଶିବାଶିଷ ମହାରଣା ଉଦଘାଟନ କହିଥିଲେ। ଏହି ଔଷଧ କେନ୍ଦ୍ର ମାଧ୍ୟମରେ ରୋଗୀ ମାନେ କମ ଦାମରେ ଔଷଧ ପାଇବା ସମେତ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ନହେବାକୁ କେନ୍ଦ୍ର ସରକାର ଏଭଳି ଏକ ଯୋଜନା ପ୍ରଣୟନ କରିଛନ୍ତି ଚିକିତ୍ସାଅଧିକାରୀ ଶ୍ରୀ ମହାରଣା କହିଛନ୍ତି। ଏହି କେନ୍ଦ୍ର ଉଦଘାଟନ ସମୟରେ ଜିଲ୍ଲା ଚିକିତ୍ସା ଅଧିକାରି ଙ୍କ ସମେତ ସସ୍ମିତା ଭଞ୍ଜ,ଦେବେଶ ଭଞ୍ଜ,ସୁଧାଂଶୁ ଶତପଥୀ, ମୁକେଶ ସାହୁ,ମନୋରଞ୍ଜନ ଭଞ୍ଜ,କେଦାର ମଲ୍ଲିକ, ପ୍ରମୁଖ ଯୋଗଦେଇଥିଲେ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ