।। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣଦେଖା ।।

Nov 16, 2024 - 12:14
 0  25
।। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣଦେଖା ।।

ଅଭିତାରିଖରେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ୧୩୪ ଜଣ ଦେଇଥିବାବେଳେ ସେଥ୍ରୂ ବାଦ୍ ପଡ଼ିଛି ଯାଜପୁର ଜିଲ୍ଲାର ସର୍ବପୁରାତନ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ଦୀର୍ଘଦିନ ଧରି ବରା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ରୋଗୀ ସେବା ବ୍ୟାଘାତ ହେଉଥିବା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିଯୋଗ କରାଯାଇଛି। ରାଜ୍ୟ ସରକାର ଡାକ୍ତରଙ୍କୁ ନିଯୁକ୍ତି ନିଯୁକ୍ତି ହନାର ବଜାର ଜାର ସଂଖ୍ୟକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତିସିଥା'ନ୍ତି । ରୋଗୀଙ୍କୁ ଅଧାରୁ ଅଧିକ ଔଷଧ । ବାହାରୁ କିଣିବାକୁ ପଡ଼ୁଥିବାବ ଯାଜପୁର ଜିଲ୍ଲାର ଫାଷ୍ଟ ରେଫରାଲ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ପାଇଥିବା ଏହି ଡାକ୍ତରଖାନାକୁ ବରୀ ବ୍ଲକର୨୯ଟି ପଞ୍ଚାଯତରୁ ଏଠାରେ ଥିବା ପରୀକ୍ଷାଗାରରେ ସାମାନ୍ୟ କେତୋଟି ପରୀକ୍ଷାକୁ ଛାଡ଼ି ସମସ୍ତ ପରୀକ୍ଷା ବାହାରୁ କରିବାକୁ ପଡୁଛି। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ପଦବ ଦବୀ ସମେତ ୨୩ଟି ପଦବୀ ରହିଥିବାବେଳେ ମାତ୍ର ୭ ଡାକ୍ତର ଅଛ ଅଛନ୍ତି । ଅନ୍ୟ ନ୍ୟ ୧୬ଟି ଡାକ୍ତର ପଦବୀ ଖାଲିଥିବା ଜଣାପଡ଼ିଛି। ଏବେ ଡାକ୍ତର ନିଯୁକ୍ତିରେ ଅଣଦେଖା ହୋଇଥିବା ନେଇ ବରା ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଞ୍ଚଳବାସୀ, ସମାଜସେବୀ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜନଆନ୍ଦୋଳନ ମୁଣ୍ଡ ଟେକୁଥ‌ିବା ଜାଣିବାକୁ ମିଳିଛି । ଏ ସମ୍ପର୍କରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାକାରୀ ଡାକ୍ତର ସବ୍ୟସାଚୀ ଦାସଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ