।।ବଆଜି ଗଜଲଷ୍ମୀ ପୂଜା ଚଳଚଞ୍ଚଳ ବରୀ ବଜାର ।।

Oct 17, 2024 - 06:27
 0  19
।।ବଆଜି ଗଜଲଷ୍ମୀ ପୂଜା ଚଳଚଞ୍ଚଳ ବରୀ ବଜାର ।।

ବରୀ ବ୍ଲକ ରେ ନିଆରା ଢଙ୍ଗରେ ମା ଗଜ ଲଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି ପବିତ୍ର ମା ଗଜ ଲଷ୍ମୀ ପୂଜା ଉପଲକ୍ଷେ ବରୀ ମାଉଣ୍ଡ ରେ ରମ୍ପା ମାଳଦା ବାଗଦା କମ୍ପଗଡ ଅମଠପୁର ବାଲିଆ କାଇପଡା ଗୋଳାକୁଣ୍ଡୁ ଅନୁଷ୍ଠିତ ହୋଇଯାଇଛି ଦୀର୍ଘ. ୭ଦିନ ମା ଗଜ ଲଷ୍ମୀ ପୂଜା ଅନୁଷ୍ଠିତ ଚାଲୁ ରହିବ ଏହି ୭ଦିନ ମଧ୍ୟରେ ଦୋକାନ ବଜ଼ାର ସହ ବରୀ ଚଳ ଚଞ୍ଚଳ ଦେଖିବାକୁ ଭକ୍ତ ମାନଙ୍କର ଭିଡ ଲାଗି ରହିଚି ଦୋକାନ ବଜ଼ାର ସହ ଧୁମ ଧାମ ରେ ହୋଇଯାଇଛି ବରୀ ଅଞ୍ଚଳ ରେ ମା ଗଜ ଲଷ୍ମୀ ପୂଜା ପାଳନ ଅନୁଷ୍ଠିତ ହୋଇଛି ।

 ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ