ପଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସୋମୁଖରେ ଧାରଣାରେ ବସି ରୋହିଛନ୍ତି ମହିଳା ମାନେ
କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କାର୍ଯ୍ୟଳୟ ସୋମୁଖରେ ଆଜି ୧୪ଗୋଟି ପଞ୍ଚାୟତ ର MBK, CRP ଓ ବ୍ୟଙ୍କ ମିତ୍ର ମହିଳା ମାନେ ଧାରଣାରେ ୦୪ଦିନଦରୀ ବସିରୋହିଥିବା ଦେଖିବାକୁ ମିଳିଛି। ତାଙ୍କ ସହିତ ଜିଲ୍ଲା ପରିଷଦ ଜୋନ୍ ୨ ଲହିଚନ ଖରା ମଧ୍ୟ ବସି ଥିବା ଦେଖିବାକୁ ମିଳିଛି।ଏବଂ ତାଙ୍କର ୦୮ଗୋଟି ଅବିଯୋଗ ମଧ୍ୟ ରହିଥିବା ଶୁଣିବାକୁ ମିଳିଛି। ଧାରଣାରେ ବସିତିନିଦିନ ବିତିଯାଉଥିଲେ। ସୁଦ୍ଧା ସରକାରୀ ବାବୁମାନେ ମାନଙ୍କର ମଧ୍ୟଦେଖା ରହିନଥିବା କହିଛନ୍ତି ମହିଳା ମାନେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0