ନୂଆପଡା ଭାରତିୟ ଜନତା ପାର୍ଟି ତରଫରୁ ବିଜୟ ଉତ୍ସବ ପାଳନ

Feb 8, 2025 - 20:54
 0  25
ନୂଆପଡା ଭାରତିୟ ଜନତା ପାର୍ଟି ତରଫରୁ ବିଜୟ ଉତ୍ସବ ପାଳନ

ନୂଆପଡା : ଦିଲ୍ଲୀ ରେ ୨୭ ବର୍ଷ ପରେ ବିଜେପି ପୂର୍ଣ୍ଣ ବହୁମତ ରେ ଜିତିଲା ଏଣୁ ଆଜି ନୂଆପଡା ଏକତା ଛକ୍ ଠାରେ ଭାରତିୟ ଜନତା ପାର୍ଟି ର ଜିଲ୍ଲା ସଭlପତି କମଲେଶ ଦିକ୍ସିତ୍ ଙ୍କ ନେତୃତ୍ୱରେ ସହ ସହ ସଂଖ୍ୟାରେ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହି ବଡ ଧୁମ ଧାମରେ ବିଜୟ ଉତ୍ସବ ପାଳନ କରିଥିଲେ l ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଭିନନ୍ଦନ ପଣ୍ଡା, ସୁଶାନ୍ତ ପତି, ତୁଲସ ପଟେଲ, ସଦାନନ୍ଦ ଯୋଶୀ, ବୁଡୁ ବିଶି, ରଜେଶ୍ୱରି ସାହୁ, ସୁନିଲ ସାହୁ, ଗୋବିନ୍ଦ ଦଣ୍ଡସେନା, ମୁକେଶ ସାହୁ, ଟିକୁ ସାହୁ, ଚୁନୁଲାଲ ପଟେଲ, ବିବେକ ଗୁପ୍ତା, ଲକି ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ