।। ନୂଆଆମ୍ବୁଲାନ୍ସ ଗାଡି ସୁଙ୍ଗେର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉଦ୍ଦାଘାଟିତ ।।

ସ୍ୱାସ୍ଥ୍ୟ ସେବା ଜଗାଇ ଦେବା ପାଇଁ ଅଧିକ ରୁ ଅଧିକ କେମିତି ରୋଗୀ ର ଚିକିତ୍ସା ହେବା ପାଇଁ ରୋଗୀ ହେଉ କି ଗର୍ଭବତୀ ମହିଳା ହେଉ ଡାକ୍ତର ଖାନା କୁ ନେବା ପାଇଁ ଆଜି ଏକ ନୂଆ ଆମ୍ବୁଲାନ୍ସ ଗାଡି ର ଉଦ୍ଦାଘାଟିତ ହୋଇ ଯାଇଛି l ଏହା ହେଉଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମ ର ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ l ଏଥିରେ କାଶୀପୁର ବ୍ଲକ ଉପଦକ୍ଷା କୁନି କୁମାରୀ ନାଏକ, ସିନ୍ଦୁରଘାଟି ପଞ୍ଚାୟତ ସମିତି ସଭ୍ୟ ଖଗେଶ୍ୱର ନାଏକ ସୁଙ୍ଗେର ପାଞ୍ଚୟତ ସରପଞ୍ଚ ନାଏବ ସରପଞ୍ଚ, କାଶୁପୁର ଥାନା ଭାରପ୍ରାପ୍ତ ଅଧିକାରୀ ସମେତ ଶହ ରୁ ଉର୍ଦ୍ଧ ଜନତା ଉପସ୍ଥିତ ଥିଲେ l ଆମ୍ବୁଲାନ୍ସ କୁ ନେଇ ବହୁ ଖୁସି ର ଲହରୀ ଖେଳିଯାଇଛି l ଯିଏ ବି ଆମ୍ବୁଲାନ୍ସ ଯୋଗାଇ ଦେଲା ତାହା ଅଞ୍ଚଳ ରେ ଚର୍ଚ୍ଚା ବିଷୟ ପାଲଟିଛି l
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






