ନାହାନ୍ତି କର୍ମଚାରୀ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ*

Nov 30, 2024 - 12:59
 0  9
ନାହାନ୍ତି କର୍ମଚାରୀ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ*
  • ବରୀ ତହସିଲ ଅଧିନରେ ରହିଛି ୧୦ ଗୋଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ। ମାତ୍ର ଏହି ତହସିଲ ଅଧିନରେ ୫ ଜଣ ରାଜସ୍ୱ ନିରୀକ୍ଷକ ରହିବା ଫଳରେ ସ୍ଥାନୀୟ ଲୋକମାନେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ଉପରେ ନିର୍ଭର କରୁଥିବା ବେଳେ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ଅନୁପସ୍ଥିତ ଯୋଗୁଁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏହି ତହସିଲ ଅଧିନସ୍ଥ ରାଜସ୍ୱ ନିରୀକ୍ଷକ ମାନେ ବାତ୍ୟା ଦାନା ଦ୍ୱାରା କ୍ଷତି ଗ୍ରସ୍ତ ହୋଇଥିବା ପରିବାରକୁ ଚିହ୍ନଟ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ସେମାନେ ଅନ୍ୟ କୋଣସି କାର୍ଯ୍ୟ କରିବାକୁ ସମୟ ପାଉଁଥିବାରୁ ବହୁ ମେଧାବୀ ଛାତ୍ର ଛାତ୍ରୀ ସେମାନଙ୍କ ଆବଶ୍ୟକ ପ୍ରମାଣ ପତ୍ର ପାଇବାରୁ ବଂଚିତ ହେଉଛନ୍ତି। ଏଠାରେ ପ୍ରଶ୍ନ ଉଠେ ପ୍ରଶାସନିକ ସ୍ତରରେ ସାଧାରଣ ଲୋକମାନକୁଂ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ରାଜ୍ୟ ସରକାର ଡିଣ୍ଡିମ୍ବ ପିଟୁଥିବା ବେଳେ ବରୀ ତହସିଲ ରେ କର୍ମଚାରି ଅଭାବ ଯୋଗୁଁ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ଏହି କ୍ଷେତ୍ରରେ ଗୁରୁତ୍ୱ ଦେବାକୁ ଯାଜପୁର ଜିଲ୍ଲାପାଳ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛିବରୀ ।
  • ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ