।। ନବ ଯୌବନରେ ଦର୍ଶନ ଦେଲେ ମହାପ୍ରଭୁ ।।

: ଦେବସ୍ନାନ ପୂର୍ଣ୍ଣିମା ପରେ ଅଣସର ଘରେ ଥିବା ମହାପ୍ରଭୁ ଆଜି ଶ୍ରଦ୍ଧାଳୁଙ୍କୁ ନବ ଯୌବନ ଦର୍ଶନ ଦେଇଛନ୍ତି । ବରୀ ବଗଦା ସ୍ଥିତ ଐତିହାସିକ ବଳଦେବ ଜୀଉ ମନ୍ଦିରରେ ଆଜି ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ଏହାପରେ ପ୍ରଭୁ ବଳଦେବ, ମହାପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନବଯୌବନ ଦର୍ଶନ କରି ଆଶିଷ କାମନା କରିଥିଲେ ଶ୍ରଦ୍ଧାଳୁ ।
ଯାଜପୁର ରୁ ରଞ୍ଜିତ ମହାନ୍ତି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?






