।। ଦୁଧାରୀ ଗ୍ରାମପଞ୍ଚାୟତ ରେ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ ।।

Mar 23, 2023 - 23:33
 0  57
।। ଦୁଧାରୀ ଗ୍ରାମପଞ୍ଚାୟତ ରେ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ ।।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଧାରୀ ଗ୍ରାମପଞ୍ଚାୟତ ରେ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ ଉକ୍ତ ଟୁର୍ନାମେଣ୍ଟ ୩୨ଟି ଦଳକୁ ନିମନ୍ତ୍ରଣ କରାଯାଇ ଥିବା ବେଳେ ୨୦ଦିନ ପର୍ଯ୍ୟନ୍ତ ଜାରି ରହିବ ଏବଂ ପ୍ରଥମ ପ୍ରାଇଜ ୧୮୦୦ ଟଙ୍କା ରହିଥିବା ବେଳେ ଦ୍ଵିତୀୟ ପ୍ରାଇଜ ୧୪୦୦୦ ଟଙ୍କା ରହି ଥିବାର ସୂଚନା ରହିଛି ।ଆଜିର ଉଦ୍ଘାଟନୀ ରେ ଝିମକୀ ଗୁଡ଼ା ସହ ଉପରକାଣ୍ଟି ମଧ୍ୟରେ ଖେଳ ପ୍ରଦର୍ଶନ ଥିଲା ।ଉକ୍ତ ଆୟୋଜନ ଟି ବୋରାକୁତଟୁଣୀ ୟୁତ କ୍ଳବ ଦ୍ୱାରା ପରିଚାଳିତ କରାଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଲେ ଶ୍ରୀ ସାମ୍ବା ପାଙ୍ଗି ଏବଂ ସମ୍ମାନିତ ଅଥିତି ରୂପେ ଜିଲ୍ଲା ପରିଷଦ ମୋହନ ଜାନି, ସରପଞ୍ଚ ମାଦବ ନନ୍ଦିବାଲି, ଡୁମରିପଦର ସରପଞ୍ଚ ଅଭି ସାଉଁନ୍ତା, ବିଜୟ ସାନ୍ତା, ବ୍ରଜମୋହନ ଚୌଧୁରୀ, ଆନନ୍ଦ କୁଲଦୀପ,ଏବଂ ଅଞ୍ଚଳର ଅନେକ ଭଦ୍ରମଣ୍ଡଳୀଙ୍କ ସହିତ ଆଜିର ଟୁର୍ନାମେଣ୍ଟ ଉଦଘାଟନ କରାଗଲା ।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ