ଦୁଇ ମାସ ହେଲାଣି କାଟ ଡ଼ଙ୍ଗାହୀ ଭରଷା

Aug 19, 2024 - 18:45
 0  18
ଦୁଇ ମାସ ହେଲାଣି କାଟ ଡ଼ଙ୍ଗାହୀ ଭରଷା

କୋରାପୁଟ ଜିଲ୍ଲା ଲମତାପୁଟ ଅନ୍ତର୍ଗତ ସିନ୍ଦିପୁଟ ଘାଟ ଏ ଦୃଶ୍ୟ ସରକାର ଦେହିଥିଲା ଲଞ୍ଚ ହେଲେ କରାପ ହଇପଡିଛି ନନ୍ଦିକାଣ୍ଡିରେ ଆଗରୁବି କରାପ ହଉଥିଲା ହେଲେ ଡ଼ଙ୍ଗା ଚାଳକ ତିଆରିଖରି ଦେଉଥିଲା ତରେ ନୁହେଁ କୀ ଦୁଇ ତର ନୁହେଁ 4 ରୁ 5 ତର ତିଆରିଖରୀଛି ଡ଼ଙ୍ଗା ଚାଳକ ଏବେ ଅର୍ତ୍ତ ଅବାଭରୁ ଲଞ୍ଚକୁ ତିଆରିଖରିପାରୁନାହିଁ ବୋଲି କଉଛି ଡ଼ଙ୍ଗା ଚାଳକ ଲମତାପୁଟ ବ୍ଲକ ର 5 ଟି ପଞ୍ଚାୟତ ର ମୁଖ୍ୟ ରାସ୍ତା /ସେହି ରାସ୍ତା ଦେହିଁ 5 ଟି ପଞ୍ଚୟତ ର ଲୋକେ ଓ ଇସ୍କୁଲ ଟିଚର ମାନେ ମଧ୍ୟ୍ୟ ପ୍ରତେକ ଦିନ ଜାତା ହାତା କରନ୍ତି/ବର୍ଷା ହଉ କୀ ପଭନ ହଉ ସେହି କାଟ ଡ଼ଙ୍ଗା ହିଁ ବରଷା ଜୀବନ ପ୍ରତି ଭୟ ନ କରି ଦୁଇ କିଲମିଟର ନନ୍ଦୀପାରହଇ ଜାତା ହାତା କରନ୍ତି କରାପ ହେହି ପଡ଼ିଥିବାଲଞ୍ଚ କୁ ତିଆରିଖରୀ ଦେଲେ ବଲହେହିତାନ୍ତା ବୋଲି କଉଛନ୍ତି ଲୋକେ Byte -1-ସମରା କ୍ରିସାନି Byte-2-ପୁପୁନ୍ଦ କୁମାର Byte-3-ସୂର୍ଯ୍ୟନାୟାଣ ସିସା ।

ଲମତାପୁଟ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ